2025 ଅନ୍ନପ୍ରାଶନ ସଂସ୍କାର ଲେଖାରୁ ଜାଣନ୍ତୁ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ!

Author: Vijay Pathak | Last Updated: Sun 1 Sep 2024 11:32:10 AM

ଆଷ୍ଟ୍ରୋକେମ୍ପର ଏହି ଲେଖା ଆସନ୍ତା ବର୍ଷ 2025 ପାଇଁ 2025 ଅନ୍ନପ୍ରାଶନ ସଂସ୍କାର ପାଇଁ ଶୁଭ ମୁହୂର୍ତର ସମ୍ପୂର୍ଣ ସୂଚୀ ପ୍ରଦାନ କରୁଛି ଯାହା ମାଧ୍ୟମରେ ଆପଣ ଏହା ଜାଣିପାରିବେ ଯେ ନୂଆ ବର୍ଷରେ କେଉଁ ସମୟ ଓ ମୁହୂର୍ତ ହେବ ସବୁଠାରୁ ଶୁଭ ଅନ୍ନପ୍ରାଶନ ସଂସ୍କାର କରାଇବା ପାଇଁ। ସନାତନ ଧର୍ମରେ ଅନ୍ନପ୍ରାଶନ ସଂସ୍କାରକୁ ମହତ୍ୱପୂର୍ଣ କୁହଯାଏ। ଜଣେ ବ୍ୟକ୍ତିର ଜୀବନରେ ସମୁଦାୟ 16 ଟି ସଂସ୍କାର କରାଯାଏ ଓ ଏଥି ମଧ୍ୟରୁ ଅନ୍ନପ୍ରାଶନ ସଂସ୍କାର ଗୋଟିଏ। ଶାସ୍ତ୍ରରେ କୁହାଯାଇଥିବା 16 ଟି ସଂସ୍କାର ମଧ୍ୟରୁ ସପ୍ତମ ସଂସ୍କାର ହେଉଛି ଅନ୍ନପ୍ରାଶନ। ତେବେ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଲେଖା ଓ ଜାଣିବା ଅନ୍ନପ୍ରାଶନ ସଂସ୍କାର ପାଇଁ ମୁହୂର୍ତ ବିଷୟରେ।


ବିଶ୍ବର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ

Read in English: 2025 Annaprashan Muhurat

ଅନ୍ନପ୍ରାଶନ ମୁହୂର୍ତର ସମ୍ପୂର୍ଣ ତାଲିକା

ଏଠାରେ ଆମେ ଆପଣଙ୍କୁ 2025 ଅନ୍ନପ୍ରାଶନ ସଂସ୍କାର ଲେଖା ମଧ୍ୟମରେ କହିବାକୁ ଯାଉଛୁ 2025ରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ଶୁଭ ତିଥି। 

ଜାନୁଆରୀ 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ଜାନୁଆରୀ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ: 

ତିଥି 

ଦିନ 

ମୁହୂର୍ତ 

01 ଜାନୁଆରୀ 2025

ବୁଧବାର 

07:45-10:22,

 11:50-16:46,

 19:00-23:38

02 ଜାନୁଆରୀ 2025

ଗୁରୁବାର 

07:45-10:18,

 11:46-16:42,

 18:56-23:34

06 ଜାନୁଆରୀ 2025

ସୋମବାର 

08:20-12:55

 14:30-21:01

08 ଜାନୁଆରୀ 2025

ବୁଧବାର 

16:18-18:33

13 ଜାନୁଆରୀ 2025

ସୋମବାର 

20:33-22:51

15 ଜାନୁଆରୀ 2025

ବୁଧବାର 

07:46-12:20

30 ଜାନୁଆରୀ 2025

ଗୁରୁବାର 

17:06-22:34

31 ଜାନୁଆରୀ 2025

ଶୁକ୍ରବାର 

07:41-09:52,

 11:17-17:02,

 19:23-23:56

ଫେବ୍ରୁୟାରୀ 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ଫେବ୍ରୁୟାରୀ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:

ତିଥି 

ଦିନ 

ମୁହୂର୍ତ 

07 ଫେବ୍ରୁୟାରୀ 2025

ଶୁକ୍ରବାର 

07:37-07:57,

 09:24-14:20,

 16:35-23:29

10 ଫେବ୍ରୁୟାରୀ 2025

ସୋମବାର 

07:38-09:13

 10:38-18:43

17 ଫେବ୍ରୁୟାରୀ 2025

ସୋମବାର 

08:45-13:41

 15:55-22:49

26 ଫେବ୍ରୁୟାରୀ 2025

ବୁଧବାର 

08:10-13:05

ମାର୍ଚ୍ଚ 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ମାର୍ଚ୍ଚ ମାସରେ 2025 ଅନ୍ନପ୍ରାଶନ ସଂସ୍କାର ପାଇଁ ଶୁଭ ମୁହୂର୍ତର ସୂଚୀ:

ତିଥି 

ଦିନ 

ମୁହୂର୍ତ 

03 ମାର୍ଚ୍ଚ 2025

ସୋମବାର 

21:54-24:10

06 ମାର୍ଚ୍ଚ 2025

ଗୁରୁବାର 

07:38-12:34

24 ମାର୍ଚ୍ଚ 2025

ସୋମବାର 

06:51-09:28

 13:38-18:15

27 ମାର୍ଚ୍ଚ 2025

ଗୁରୁବାର 

07:41-13:26,

 15:46-22:39

31 ମାର୍ଚ୍ଚ 2025

ସୋମବାର 

07:25-09:00,

10:56-15:31

କ’ଣ ଆପଣଙ୍କର କୁଣ୍ଡଳୀରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

ଅପ୍ରିଲ 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ଅପ୍ରିଲ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:

ତିଥି 

ଦିନ 

ମୁହୂର୍ତ 

02 ଅପ୍ରିଲ 2025

ବୁଧବାର 

13:02-19:56

10 ଅପ୍ରିଲ 2025

ଗୁରୁବାର 

14:51-17:09,

19:25-25:30

14 ଅପ୍ରିଲ 2025

ସୋମବାର 

10:01-12:15,

 14:36-21:29

25 ଅପ୍ରିଲ 2025

ମଙ୍ଗଳବାର 

16:10-22:39

30 ଅପ୍ରିଲ 2025

ରବିବାର 

07:02-08:58,

 11:12-15:50

ମଈ 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ମଈ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:

ତିଥି 

ଦିନ 

ମୁହୂର୍ତ 

01 ମଈ 2025

ଗୁରୁବାର 

13:29-15:46

09 ମଈ 2025

ଶୁକ୍ରବାର 

19:50-22:09

14 ମଈ 2025

ବୁଧବାର 

07:03-12:38

19 ମଈ 2025

ସୋମବାର 

19:11-23:34

28 ମଈ 2025

ବୁଧବାର 

09:22-18:36,

 20:54-22:58

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ଜୁନ 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ଜୁନ ମାସରେ 2025 ଅନ୍ନପ୍ରାଶନ ସଂସ୍କାର ପାଇଁ ଶୁଭ ମୁହୂର୍ତର ସୂଚୀ:

ତିଥି 

ଦିନ 

ମୁହୂର୍ତ 

05 ଜୁନ 2025

ଗୁରୁବାର 

08:51-15:45,

 18:04-22:27

16 ଜୁନ 2025

ମଙ୍ଗଳବାର 

08:08-17:21

20 ଜୁନ 2025

ଶନିବାର 

12:29-19:24

23 ଜୁନ 2025

ମଙ୍ଗଳବାର 

16:53-22:39

26 ଜୁନ 2025

ଶୁକ୍ରବାର 

14:22-16:42,

 19:00-22:46

27 ଜୁନ 2025

ଶନିବାର 

07:24-09:45,

 12:02-18:56,

 21:00-22:43

ଜୁଲାଇ 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ଜୁଲାଇ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:

ତିଥି 

ଦିନ 

ମୁହୂର୍ତ 

02 ଜୁଲାଇ 2025

ବୁଧବାର 

07:05-13:59

04 ଜୁଲାଇ 2025

ଶୁକ୍ରବାର 

18:29-22:15

17 ଜୁଲାଇ 2025

ଗୁରୁବାର 

10:43-17:38

31 ଜୁଲାଇ 2025

ଗୁରୁବାର 

07:31-14:24

 16:43-21:56

ଅଗସ୍ଟ 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ଅଗସ୍ଟ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:

ତିଥି 

ଦିନ 

ମୁହୂର୍ତ 

04 ଅଗସ୍ଟ 2025

ସୋମବାର 

09:33-11:49

11 ଅଗସ୍ଟ 2025

ସୋମବାର 

06:48-13:41

13 ଅଗସ୍ଟ 2025

ବୁଧବାର 

08:57-15:52,

 17:56-22:30

20 ଅଗସ୍ଟ 2025

ବୁଧବାର 

15:24-22:03

21 ଅଗସ୍ଟ 2025

ଗୁରୁବାର 

08:26-15:20

25 ଅଗସ୍ଟ 2025

ସୋମବାର 

06:26-08:10,

 12:46-18:51,

 20:18-23:18

27 ଅଗସ୍ଟ 2025

ବୁଧବାର 

17:00-18:43,

 21:35-23:10

28 ଅଗସ୍ଟ 2025

ଗୁରୁବାର 

06:28-12:34,

 14:53-18:39

ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

हिंदी में पढ़ने के लिए यहां क्लिक करें: 2025 अन्नप्राशन मुहूर्त

ସେପ୍ଟେମ୍ବର 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ସେପ୍ଟେମ୍ବର ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:

ତିଥି 

ଦିନ 

ମୁହୂର୍ତ 

05 ସେପ୍ଟେମ୍ବର 2025

ଶୁକ୍ରବାର 

07:27-09:43,

12:03-18:07,

19:35-22:35

24 ସେପ୍ଟେମ୍ବର 2025

ବୁଧବାର

06:41-10:48,

13:06-18:20,

19:45-23:16

ଅକ୍ଟୋବର 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ଅକ୍ଟୋବର ମାସରେ 2025 ଅନ୍ନପ୍ରାଶନ ସଂସ୍କାର ପାଇଁ ଶୁଭ ମୁହୂର୍ତର ସୂଚୀ:

ତିଥି 

ଦିନ 

ମୁହୂର୍ତ 

01 ଅକ୍ଟୋବର 2025

ବୁଧବାର 

20:53-22:48

02 ଅକ୍ଟୋବର 2025

ଗୁରୁବାର 

07:42-07:57,

 10:16-16:21,

 17:49-20:49

08 ଅକ୍ଟୋବର 2025

ବୁଧବାର 

07:33-14:15,

 15:58-20:25

10 ଅକ୍ଟୋବର 2025

ଶୁକ୍ରବାର 

20:17-22:13

22 ଅକ୍ଟୋବର 2025

ବୁଧବାର 

21:26-23:40

24 ଅକ୍ଟୋବର 2025

ଶୁକ୍ରବାର 

07:10-11:08,

 13:12-17:47,

 19:22-23:33

29 ଅକ୍ଟୋବର 2025

ବୁଧବାର 

08:30-10:49

31 ଅକ୍ଟୋବର 2025

ଶୁକ୍ରବାର 

10:41-15:55

 17:20-22:14

ନଭେମ୍ବର 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ନଭେମ୍ବର ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:

ତିଥି 

ଦିନ 

ମୁହୂର୍ତ 

03 ନଭେମ୍ବର 2025

ସୋମବାର 

07:06-10:29,

 12:33-17:08,

 18:43-22:53

07 ନଭେମ୍ବର 2025

ଶୁକ୍ରବାର 

07:55-14:00,

 15:27-20:23

17 ନଭେମ୍ବର 2025

ସୋମବାର 

07:16-13:20,

 14:48-21:58

27 ନଭେମ୍ବର 2025

ଗୁରୁବାର 

07:24-12:41,

 14:08-21:19

ଡିସେମ୍ବର 2025 ପାଇଁ ଅନ୍ନପ୍ରାଶନ ମୁହୂର୍ତ 

ଡିସେମ୍ବର ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:

ତିଥି 

ଦିନ 

ମୁହୂର୍ତ 

04 ଡିସେମ୍ବର 2025

ଗୁରୁବାର 

20:51-23:12

08 ଡିସେମ୍ବର 2025

ସୋମବାର 

18:21-22:56

17 ଡିସେମ୍ବର 2025

ବୁଧବାର 

17:46-22:21

22 ଡିସେମ୍ବର 2025

ସୋମବାର 

07:41-09:20,

 12:30-17:26,

 19:41-24:05

24 ଡିସେମ୍ବର 2025

ବୁଧବାର 

13:47-17:18,

 19:33-24:06

25 ଡିସେମ୍ବର 2025

ଗୁରୁବାର 

07:43-12:18,

 13:43-15:19

29 ଡିସେମ୍ବର 2025

ସୋମବାର 

12:03-15:03,

 16:58-23:51

ଉପନୟନ ସଂସ୍କାରର ଶୁଭ ମୁହୂର୍ତ ଜାଣିବା ପାଇଁ କ୍ଲିକ କରନ୍ତୁ: 2025 ଉପନୟନ ମୁହୂର୍ତ

ଅନ୍ନପ୍ରାଶନ ସଂସ୍କାରର ଅର୍ଥ ଏବଂ ମହତ୍ଵ 

ଆମେ ଆପଣଙ୍କୁ କହି ସାରିଛୁ ଯେ ଅନ୍ନପ୍ରାଶନ ସଂସ୍କାର ସନାତନ ଧର୍ମର ପ୍ରମୁଖ ସଂସ୍କାର ଅଟେ। ଏହି ସଂସ୍କାର ଶିଶୁ ସହିତ ମାତା-ପିତାଙ୍କ ସାଙ୍ଗରେ ସମ୍ପୂର୍ଣ ପରିବାର ପାଇଁ ଶୁଭ ଅବସର ଅଟେ। 2025 ଅନ୍ନପ୍ରାଶନ ସଂସ୍କାର ଅନୁସାରେ ଶିଶୁର ଜନ୍ମରୁ ଆରମ୍ଭ କରି ତା’ର ପ୍ରଥମ ଥର ଚାଲିବା ପର୍ଯ୍ୟନ୍ତ, ତା’ର ପ୍ରଥମ ହସ ଓ ତା’ର ପାଟିରୁ ବାହାରିଥିବା ପ୍ରଥମ ଶବ୍ଦ ଇତ୍ୟାଦି ମାତା-ପିତାଙ୍କ ପାଇଁ ସବୁଠାରୁ ଖୁସିର କ୍ଷଣ ହୋଇଥାଏ। ଏହି ପ୍ରକାର, ଅନ୍ନପ୍ରାଶନ ସଂସ୍କାର ଦିନ ଶିଶୁକୁ ପ୍ରଥମ ଥର ପାଇଁ ଅନ୍ନ ଖୁଆଯାଏ। 

ଗୋଟେ ଶିଶୁ ନିଜର ଜୀବନର ପ୍ରଥମ 6 ମାସ ମା କ୍ଷୀର ଉପରେ ନିର୍ଭର କରେ, କିନ୍ତୁ ଯେତେବେଳେ ଶିଶୁ ବଡ଼ ହୁଏ, ତା’ର ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଭୋଜନ ଆବଶ୍ୟକ ହୁଏ। ସେଥିପାଇଁ 6 ମାସ ହେଲା ପରେ ତାକୁ ପ୍ରଥମ ଥର ପାଇଁ ଅନ୍ନ ଦିଆଯାଏ ଓ ଏହାକୁ ଅନ୍ନପ୍ରାଶନ ମୁହୂର୍ତ ନାମରେ ପାଳନ ହୁଏ। ଅନ୍ନପ୍ରାଶନ ମା-ବାପା ନିଜର ଘରେ, କୌଣସି ଧାର୍ମିକ ସ୍ଥାନରେ କିମ୍ବା ମନ୍ଦିରରେ ଆୟୋଜନ କରିପାରିବେ। 

ଅନ୍ନପ୍ରାଶନ ସଂସ୍କାର କେବେ କରିବେ?

2025 ଅନ୍ନପ୍ରାଶନ ମୁହୂର୍ତ ଅନୁସାରେ, ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ ବାଳକର ଅନ୍ନପ୍ରାଶନ ସଂସ୍କାର ସବୁବେଳେ ଷଷ୍ଠ, ଅଷ୍ଟମ ଓ ଦଶମ ମାସରେ କରିବା ଉଚିତ ଯେତେବେଳେ କି ବାଳିକାର ଅନ୍ନପ୍ରାଶନ ସପ୍ତମ, ନବମ ଓ ଏକାଦଶ ମାସରେ କରିବା ଉଚିତ।

ନକ୍ଷତ୍ର ବିଷୟରେ କହିଲେ, ରୋହିଣୀ, ଶ୍ରାବଣ, ଧନିଷ୍ଠା, ଚିତ୍ରା, ଶତଭିଶା, ଉତ୍ତରାଭାଦ୍ରପଦ, ଉତ୍ତରା ଫାଲ୍ଗୁନୀ, ହସ୍ତ, ଅଶ୍ଵିନୀ, ରେବତୀ, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟ, ଉତ୍ତରାଷାଢ଼ା, ଅନୁରାଧା ଓ ସ୍ଵାତି ଇତ୍ୟାଦି ନକ୍ଷତ୍ରକୁ ଅନ୍ନପ୍ରାଶନ ପାଇଁ ଶୁଭ କୁହଯାଏ। ସୋମବାର , ବୁଧବାର , ଗୁରୁବାର ଓ ଶୁକ୍ରବାର ଶୁଭ ହୋଇଥାଏ ।

ଅନ୍ନପ୍ରାଶନ ସଂସ୍କାର ସମୟରେ ଏହି କଥାର ଧ୍ୟାନ ରଖନ୍ତୁ 

  • 2025 ଅନ୍ନପ୍ରାଶନ ସଂସ୍କାର ଅନୁସାରେ, ଶିଶୁକୁ ନିଜର ପସନ୍ଦର ଭୋଜନ ଖୁଆନ୍ତୁ। ଯଦି ସମ୍ଭବ ହୁଏ ତେବେ ଏପରି ଖାଦ୍ଯ ପଦାର୍ଥ ବାଛନ୍ତୁ ଯାହା ଶିଶୁ ହଜମ କରିପାରିବ। 
  • ଏହି ସଂସ୍କାର ସମ୍ପୂର୍ଣ କରିବା ସମୟରେ ସଫା ସଫିର ବିଶେଷ ଧ୍ୟାନ ରଖନ୍ତୁ, ଅନ୍ୟଥା ଭୋଜନ ଦୂଷିତ ହେବା ଯୋଗୁଁ ଶିଶୁର ସ୍ବାସ୍ଥ୍ୟ ପ୍ରଭାବିତ ହୋଇପାରେ କାରଣ ଶିଶୁର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ଥାଏ। 
  • ନିଜ ହାତରେ ଖାଦ୍ଯ ରାନ୍ଧନ୍ତୁ ଓ ଶିଶୁକୁ ଭୋଜନ ଖୁଆଇବା ପୂର୍ବରୁ ହାତ ଅବଶ୍ୟ ଧୁଅନ୍ତୁ। ଭଲ ହେବ ଯଦି ଅନ୍ନପ୍ରାଶନ ପୂର୍ବରୁ ଶିଶୁ ନିଜର ନିଦ ସମ୍ପୂର୍ଣ କରିଦିଏ ଯାହାଫଳରେ ସେ ବିରକ୍ତିକର ଅନୁଭବ ନ କରେ। 

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ:ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋକେମ୍ପ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ଅନ୍ନପ୍ରାଶନ କ’ଣ?

ଶିଶୁକୁ 6 ମାସ ପରେ ପ୍ରଥମ ଥର ପାଇଁ ଅନ୍ନ ଖୁଆଇବାକୁ ଅନ୍ନପ୍ରାଶନ କୁହଯାଏ।

2. ଜୁଲାଇ 2025 ରେ ଅନ୍ନପ୍ରାଶନ କେବେ କରିବେ?

ଏହି ବର୍ଷ ଜୁଲାଇ ରେ ଅନ୍ନପ୍ରାଶନ ପାଇଁ ସମୁଦାୟ 4 ଟି ମୁହୂର୍ତ ଅଛି।

3. ଅନ୍ନପ୍ରାଶନ ସଂସ୍କାର କେବେ କରିବା ଉଚିତ?

ଏହି ସଂସ୍କାର ଶିଶିଉର 6 ମାସ ପୁର ହେବା ପରେ କରିବା ଉଚିତ।

4. କ’ଣ ଅକ୍ଟୋବର 2025 ରେ ଅନ୍ନପ୍ରାଶନ ସଂସ୍କାରର କୌଣସି ତିଥି ଅଛି?

ହଁ, ବର୍ଷ 2025 ରେ ଅକ୍ଟୋବର ରେ ସମୁଦାୟ 8ଟି ମୁହୂର୍ତ ଉପଲବ୍ଧ ଅଛି।

More from the section: Horoscope