• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

2025 ମୁଣ୍ଡନ ସଂସ୍କାର ଲେଖାରୁ ଜାଣନ୍ତୁ 2025ରେ ମୁଣ୍ଡନ ସଂସ୍କାର ପାଇଁ ଶୁଭ ତିଥି!

Author: Vijay Pathak | Last Updated: Sun 1 Sep 2024 11:15:28 AM

ହିନ୍ଦୁ ଧର୍ମ ବୈଦିକ ଓ ସାଂସ୍କୃତିକ ସଂସ୍କାର ଉପରେ ଆଧାରିତ। ହିନ୍ଦୁ ଧର୍ମରେ ସମୁଦାୟ 16ଟୀ ସଂସ୍କାର ଅଛି। କୁହାଯାଇଛି ଯେ ଋଷି, ମୁନି ଓ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜୀବନକୁ ଉଚ୍ଚ ଓ ସଫଳ କରିବାରେ 2025 ମୁଣ୍ଡନ ସଂସ୍କାର ର ବିଶେଷ ମହତ୍ଵ ଅଛି। 16 ଟି ସଂସ୍କାର ମଧ୍ୟରୁ ଅଷ୍ଟମ ସଂସ୍କାର ହେଉଛି ମୁଣ୍ଡନ ସଂସ୍କାର। ଏହାକୁ ବହୁତ ଜାଗାରେ ଚୂଡ଼ା କର୍ମ ସଂସ୍କାର ନାମରେ ଜଣାଯାଏ। ଧାର୍ମିକ ବିଶ୍ବାସ ଅନୁଯାୟୀ ଏହି ସଂସ୍କାର ପୂର୍ବ ଜନ୍ମର ଋଣରୁ ମୁକ୍ତି ପାଇବା ପାଇଁ ସନ୍ତାନର ଚୁଟି କଟାଯାଏ। ଏହା ବ୍ୟତୀତ ଶସ୍ତ୍ରା ଅନୁସାର ଗର୍ଭାବସ୍ଥାର ଅଶୁଦ୍ଧି କୁ ଦୂର କରିବା ପାଇଁ ମୁଣ୍ଡନ ସଂସ୍କାର ବହୁତ ଆବଶ୍ୟକ। ମୁଣ୍ଡନ ସଂସ୍କାରର ଏହି ଲେଖାରେ ଆମେ ଆପଣଙ୍କୁ ବର୍ଷ 2025ରେ ପଢ଼ୁଥିୟବା ସମସ୍ତ ମୁଣ୍ଡନ ମୁହୂର୍ତର ସୂଚନା ପ୍ରଦାନ କରିବୁ। ଖାଲି ଏତିକି ନୁହେଁ ଆପଣ ଏହି ବିଶେଷ ଲେଖା ମାଧ୍ୟମରେ ମୁଣ୍ଡନ ମୁହୂର୍ତର ମହତ୍ଵ, ମୁଣ୍ଡନ ସମୟରେ ସତର୍କତା, ମୁଣ୍ଡନ ପାଇଁ ଉପଯୁକ୍ତ ବୟସ ବିଷୟରେ ଜାଣିପାରିବେ। 

2025 ମୁଣ୍ଡନ ସଂସ୍କାର ଦ୍ବାରା କରାନ୍ତୁ ନିଜର ସନ୍ତାନର ନାମକରଣ ସଂସ୍କାର

Read in English: 2025 Mundan Muhurat 

ମୁଣ୍ଡନ ସଂସ୍କାରର ମହତ୍ଵ 

ମୁଣ୍ଡନ ସଂସ୍କାର ବିଷୟରେ ଜାଣିବା ପୂର୍ବରୁ ଚଳାନ୍ତୁ ଆଗକୁ ବଢ଼ିବା ଓ ଜାଣିବା ମୁଣ୍ଡନ ମୁହୂର୍ତର ମହତ୍ଵ। କୁହଯାଏ ଯେ ମୁଣ୍ଡନ ସଂସ୍କାର କରାଇବା ଦ୍ବାରା ସନ୍ତାନର ମାନସିକ ବିକାଶ ହୋଇଥାଏ। ଗର୍ଭରେ ଶିଶୁର ମୁଣ୍ଡରେ ଯେଉଁ ଚୁଟି ଆସିଥାଏ ତାକୁ ଅପବିତ୍ର କୁହାଯାଏ। ଏପରି ସ୍ଥିତିରେ ମୁଣ୍ଡନ ସଂସ୍କାର ମାଧ୍ୟମରେ ଶିଶୁର ଚୁଟି କଟାଯାଏ ଓ ପବିତ୍ର କରାଯାଏ। ଏହା ସହିତ ମୁଣ୍ଡନ ସଂସ୍କାର କରିବା ଦ୍ବାରା ଶିଶୁର ଦୀର୍ଘାୟୁ ସୁନିଶ୍ଚିତ। ଶିଶୁର ଜନ୍ମର ବର୍ଷେ କିମ୍ବା ତୃତୀୟ, ପଞ୍ଚମ ଓ ସପ୍ତମ ବର୍ଷରେ ମୁଣ୍ଡନ କରିବା ଉପଯୁକ୍ତ ବୋଲି କୁହାଯାଏ। ଏହା ବ୍ୟତ୍ୟତ ବୈଦିକ ପଞ୍ଚାଙ୍ଗରେ ମୁଣ୍ଡନ ସଂସ୍କାର ପାଇଁ କିଛି ବିଶେଷ ମୁହୂର୍ତ କୁହାଯାଇଛି। ଏହି 2025 ମୁଣ୍ଡନ ସଂସ୍କାର ମୁହୂର୍ତ ମୁଖ୍ୟ ରୂପରେ ନକ୍ଷତ୍ର ତିଥି ଇତ୍ୟାଦି ଉପରେ ଆଧାରିତ। 

ବିଶ୍ବର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ତିଥି: 2025 ମୁଣ୍ଡନ ସଂସ୍କାର ପାଇଁ ଦ୍ଵିତୀୟା, ତୃତୀୟା, ପଞ୍ଚମୀ, ସପ୍ତମୀ, ଏକାଦଶୀ ଓ ତ୍ରୟୋଦଶୀ ତିଥି ସବୁଠାରୁ ଅଧିକ ଶୁଭ ବୋଲି କୁହାଯାଏ। 

ନକ୍ଷତ୍ର: ନକ୍ଷତ୍ର ବିଷୟରେ କହିଲେ ଆଶ୍ଵିନୀ ନକ୍ଷତ୍ର,ମୃଗଶିରା ନକ୍ଷତ୍ର, ପୁଷ୍ୟ ନକ୍ଷତ୍ର, ହସ୍ତ ନକ୍ଷତ୍ର, ଚିତ୍ରା ନକ୍ଷତ୍ର, ସ୍ଵାତି ନକ୍ଷତ୍ର, ଜ୍ୟେଷ୍ଠା ନକ୍ଷତ୍ର, ଶ୍ରବଣ ନକ୍ଷତ୍ର, ଧନିଷ୍ଠା ନକ୍ଷତ୍ର ଓ ଶତାଭିଶା ନକ୍ଷତ୍ରରେ ଯଦି ମୁଣ୍ଡନ ସଂସ୍କାର କରାଯାଏ ତେବେ ସନ୍ତାନକୁ ଶୁଭ ପରିଣାମ ପ୍ରାପ୍ତ ହୁଏ।

ମାସ: ଯଦି ମାସବିଷୟରେ କହିବ ତେବେ ମୁଣ୍ଡନ ସଂସ୍କାର ପାଇଁ ଆଷାଢ଼ ମାସ, ମାଘ ମାସ, ଫଲ୍ଗୁନ ମାସ, ମୁଣ୍ଡନ ସଂସ୍କାର ପାଇଁ ସବୁଠାରୁ ଶୁଭ ବୋଲି କୁହାଯାଏ। 

ବାର: 2025 ମୁଣ୍ଡନ ସଂସ୍କାର ଅନୁସାରେ, ସପ୍ତାହର ସୋମବାର, ବୁଧବାର, ଗୁରବାର ଓ ଶୁକ୍ରବାର ମୁଣ୍ଡନ ପାଇଁ ଶୁଭ। କିନ୍ତୁ କନ୍ୟା ଶିଶୁର ମୁଣ୍ଡନ ଶୁକ୍ରବାର ଦିନ କରାଯାଏ ନାହିଁ। 

ଅଶୁଭ ମାସ: ମୁଣ୍ଡନ ସଂସ୍କାର ପାଇଁ ଅଶୁଭ ମାସ ବିଷୟରେ କହିବାକୁ ଗଲେ ଚୈତ୍ର ମାସ, ବୈଶାଖ ମାସ ଓ ଜ୍ୟେଷ୍ଠ ମାସ ମୁଣ୍ଡନ ପାଇଁ ଶୁଭ ନୁହେଁ। ଏହି ତିଥି ଓ ନକ୍ଷତ୍ରରେ ମୁଣ୍ଡନ ସଂସ୍କାର ନ କରି ଅନ୍ୟ କୌଣସି ସମୟରେ ମୁଣ୍ଡନ କରାଇଲେ ଶିଶୁର ମାନସିକ ବିକାଶ ନ ହୋଇପାରେ। 

हिंदी में पढ़ने के लिए यहां क्लिक करें: 2025 मुंडन मुर्हत 

ଶାସ୍ତ୍ର ଅନୁସାରେ ମୁଣ୍ଡନ ମୁହୂର୍ତର ମହତ୍ଵ 

ଶାସ୍ତ୍ରରେ ମୁଣ୍ଡନ ସଂସ୍କାରକୁ ବିଶେଷ ମହତ୍ଵପୂର୍ଣ କୁହାଯାଇଛି। କୁହଯାଏ ଯେ ଗର୍ଭର ଚୁଟି ବିସର୍ଜନ କରିବା ଦ୍ବାରା ଶିଶୁକୁ ନିଜର ପୂର୍ବ ଜନ୍ମର ପାପରୁ ମୁକ୍ତି ମିଳେ। ଏହା ବ୍ୟତୀତ ଯେତେବେଳେ ଶିଶୁ ଗର୍ଭରେ ଥାଏ ତାର ମୁଣ୍ଡରେ କିଛି ଚୁଟି ଥାଏ ଯାହା କୀଟାଣୁ ଓ ବାକ୍ଟେରିଆରେ ଭରି ରହିଥାଏ ଓ ମୁଣ୍ଡନ କରିବା ଦ୍ବାରା ସେ ସବୁ ଦୂର ହୁଏ। ଏହା ସହିତ ଯେତେବେଳେ ମୁଣ୍ଡନ କରାଯାଏ ଖରା ସିଧାସଳଖ ଶିଶୁର ମୁଣ୍ଡରେ ପଡ଼େ ଯାହା ଦ୍ବାରା ଶିଶୁ ଉଚିତ ମାତ୍ରାରେ ଭିଟାମିନ ଡି ପାଏ ଓ ଭିଟାମିନ ଡି ସାହାଜ୍ୟରେ ଶିଶୁ ବିକଶିତ ହୁଏ। ଏହା ଦ୍ବାରା ଶିଶୁର ଚୁଟି, ତେଜ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। 

2025 ମୁଣ୍ଡନ ମୁହୂର୍ତ 

ଆସନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା 2025ରେ ମୁଣ୍ଡନ ସଂସ୍କାର କିମ୍ବା ଚୂଡ଼ା କରଣ ସଂସ୍କାର କେବେ କେବେ ପଡ଼ୁଛି। ନିମ୍ନରେ ଡିଯାଇଥିବା ଚାର୍ଟରେ 2025ରେ ଆସିବାକୁ ଥିବା ସମସ୍ତ ମୁଣ୍ଡନ ପାଇଁ ଶୁଭ ଦିନ କୁହାଯାଇଛି। ଏହି ସମସ୍ତ ତିଥି ହିନ୍ଦୁ କୈଲନ୍ଡର୍ ଉପରେ ଆଧାରିତ। 

କ’ଣ ଆପଣଙ୍କର କୁଣ୍ଡଳୀରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

ଜାନୁଆରୀ 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

2 ଜାନୁଆରୀ 2025

07:45-10:18

11:46-16:42

4 ଜାନୁଆରୀ 2025

07:46-11:38

13:03-18:48

8 ଜାନୁଆରୀ 2025

16:18-18:33

11 ଜାନୁଆରୀ 2025

14:11-16:06

15 ଜାନୁଆରୀ 2025

07:46-12:20

20 ଜାନୁଆରୀ 2025

07:45-09:08

22 ଜାନୁଆରୀ 2025

07:45-10:27

11:52-17:38

25 ଜାନୁଆରୀ 2025

07:44-11:40

13:16-19:46

30 ଜାନୁଆରୀ 2025

17:06-19:03

31 ଜାନୁଆରୀ 2025

07:41-09:52

11:17-17:02

ଫେବ୍ରୁୟାରୀ 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

8 ଫେବ୍ରୁୟାରୀ 2025 

07:36-09:20

10 ଫେବ୍ରୁୟାରୀ 2025

07:38-09:13

10:38-18:30

17 ଫେବ୍ରୁୟାରୀ 2025

08:45-13:41

15:55-18:16

19 ଫେବ୍ରୁୟାରୀ 2025

07:27-08:37

20 ଫେବ୍ରୁୟାରୀ 2025

15:44-18:04

21 ଫେବ୍ରୁୟାରୀ 2025

07:25-09:54

11:29-18:00

22 ଫେବ୍ରୁୟାରୀ 2025

07:24-09:50

11:26-17:56

26 ଫେବ୍ରୁୟାରୀ 2025

08:10-13:05

27 ଫେବ୍ରୁୟାରୀ 2025

07:19-08:06

ମାର୍ଚ୍ଚ 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

2 ମାର୍ଚ୍ଚ 2025

10:54-17:25

15 ମାର୍ଚ୍ଚ 2025

16:34-18:51

16 ମାର୍ଚ୍ଚ 2025 

07:01-11:55

14:09-18:47

20 ମାର୍ଚ୍ଚ 2025

06:56-08:08

09:43-16:14

27 ମାର୍ଚ୍ଚ 2025

07:41-13:26

15:46-20:20

31 ମାର୍ଚ୍ଚ 2025

07:25-09:00

10:56-15:31

ଅପ୍ରିଲ 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

5 ଅପ୍ରିଲ 2025

08:40-12:51

15:11-19:45

14 ଅପ୍ରିଲ 2025

10:01-12:15

14:36-19:09

17 ଅପ୍ରିଲ 2025

16:41-18:57

18 ଅପ୍ରିଲ 2025

07:49-09:45

21 ଅପ୍ରିଲ 2025

14:08-18:42

24 ଅପ୍ରିଲ 2025

07:26-11:36

26 ଅପ୍ରିଲ 2025

07:18-09:13

ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମଈ 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

1 ମଈ 2025

13:29-15:46

3 ମଈ 2025

08:46-13:21

15:38-19:59

4 ମଈ 2025

06:46-08:42

10 ମଈ 2025

06:23-08:18

10:33-19:46

14 ମଈ 2025

07:03-12:38

14:55-19:31

15 ମଈ 2025

07:31-12:34

21 ମଈ 2025

07:35-09:50

12:10-19:03

23 ମଈ 2025

16:36-18:55

25 ମଈ 2025

07:19-11:54

28 ମଈ 2025

09:22-18:36

31 ମଈ 2025

06:56-11:31

13:48-18:24

ଜୁନ 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

5 ଜୁନ 2025

08:51-15:45

6 ଜୁନ 2025

08:47-15:41

8 ଜୁନ 2025

10:59-13:17

15 ଜୁନ 2025

17:25-19:44

16 ଜୁନ 2025

08:08-17:21

20 ଜୁନ 2025

05:55-10:12

12:29-19:24

21 ଜୁନ 2025

10:08-12:26

14:42-18:25

26 ଜୁନ 2025

14:22-16:42

27 ଜୁନ 2025

07:24-09:45

12:02-18:56

ଜୁଲାଇ 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

2 ଜୁଲାଇ 2025

11:42-13:59

3 ଜୁଲାଇ 2025

07:01-13:55

5 ଜୁଲାଇ 2025

09:13-16:06

12 ଜୁଲାଇ 2025

07:06-13:19

15:39-20:01

13 ଜୁଲାଇ 2025

07:22-13:15

17 ଜୁଲାଇ 2025

10:43-17:38

18 ଜୁଲାଇ 2025

07:17-10:39

12:56-19:38

31 ଜୁଲାଇ 2025

07:31-14:24

16:43-18:47

ଅଗସ୍ଟ 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

3 ଅଗସ୍ଟ 2025

11:53-16:31

4 ଅଗସ୍ଟ 2025

09:33-16:27

10 ଅଗସ୍ଟ 2025

16:03-18:07

11 ଅଗସ୍ଟ 2025

06:48-13:41

13 ଅଗସ୍ଟ 2025

11:13-15:52

17:56-19:38

14 ଅଗସ୍ଟ 2025

08:53-17:52

20 ଅଗସ୍ଟ 2025

15:24-18:43

21 ଅଗସ୍ଟ 2025

08:26-15:20

27 ଅଗସ୍ଟ 2025

17:00-18:43

28 ଅଗସ୍ଟ 2025

06:28-12:34

14:53-18:27

30 ଅଗସ୍ଟ 2025

16:49-18:31

31 ଅଗସ୍ଟ 2025

16:45-18:27

ସେପ୍ଟେମ୍ବର 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

5 ସେପ୍ଟେମ୍ବର 2025

07:27-09:43

12:03-18:07

24 ସେପ୍ଟେମ୍ବର 2025

06:41-10:48

13:06-18:20

27 ସେପ୍ଟେମ୍ବର 2025

07:36-12:55

28 ସେପ୍ଟେମ୍ବର 2025

16:37-18:04

ଅକ୍ଟୋବର 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

2 ଅକ୍ଟୋବର 2025

10:16-16:21

17:49-19:14

5 ଅକ୍ଟୋବର 2025

07:45-10:05

8 ଅକ୍ଟୋବର 2025

07:33-14:15

15:58-18:50

11 ଅକ୍ଟୋବର 2025

17:13-18:38

12 ଅକ୍ଟୋବର 2025

07:18-09:37

11:56-15:42

13 ଅକ୍ଟୋବର 2025

13:56-17:05

15 ଅକ୍ଟୋବର 2025

07:06-11:44

20 ଅକ୍ଟୋବର 2025

09:06-15:10

24 ଅକ୍ଟୋବର 2025

07:10-11:08

13:12-17:47

26 ଅକ୍ଟୋବର 2025

07:15-11:01

30 ଅକ୍ଟୋବର 2025

08:26-10:45

31 ଅକ୍ଟୋବର 2025

10:41-15:55

17:20-18:55

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ନଭେମ୍ବର 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

1 ନଭେମ୍ବର 2025

07:04-08:18

10:37-15:51

17:16-18:50

3 ନଭେମ୍ବର 2025

15:43-17:08

10 ନଭେମ୍ବର 2025

10:02-16:40

17 ନଭେମ୍ବର 2025

07:16-13:20

14:48-18:28

21 ନଭେମ୍ବର 2025

17:32-19:28

22 ନଭେମ୍ବର 2025

07:20-09:14

11:18-15:53

27 ନଭେମ୍ବର 2025

07:24-12:41

14:08-19:04

28 ନଭେମ୍ବର 2025

15:29-19:00

ଡିସେମ୍ବର 2025 ମୁଣ୍ଡନ ମୁହୂର୍ତ 

ଦିନ 

ସମୟ 

1 ଡିସେମ୍ବର 2025

07:28-08:39

6 ଡିସେମ୍ବର 2025

08:19-10:23

7 ଡିସେମ୍ବର 2025

08:15-10:19

13 ଡିସେମ୍ବର 2025

07:36-11:38

13:06-18:01

15 ଡିସେମ୍ବର 2025

07:44-12:58

14:23-20:08

17 ଡିସେମ୍ବର 2025

17:46-20:00

18 ଡିସେମ୍ବର 2025

17:42-19:56

24 ଡିସେମ୍ବର 2025

13:47-17:18

25 ଡିସେମ୍ବର 2025

07:43-12:18

13:43-15:19

28 ଡିସେମ୍ବର 2025

10:39-13:32

29 ଡିସେମ୍ବର 2025

12:03-15:03

16:58-19:13

କାହିଁକି କରାଯାଏ ମୁଣ୍ଡନ ସଂସ୍କାର?

ମୁଣ୍ଡନ ସଂସ୍କାର ଅନୁସାରେ, ଭାରତୀୟ ପରମ୍ପରାରେ ମୁଣ୍ଡନ ସଂସ୍କାରକୁ ବହୁତ ଅଧିକ ମହତ୍ୱପୂର୍ଣ କୁହଯାଏ। କୁହଯାଏ ଯେ 84 ଲକ୍ଷ ଯୋନି ପଡ଼େ ମାନବ ଜୀବନ ପ୍ରାପ୍ତି ହୁଏ। ମଣିଷ ନିଜର ପୂର୍ବ ଜନ୍ମର ପାପ ଦୂର କରିବା ପାଇଁ ମୁଣ୍ଡନ ସଂସ୍କାର କରାଇଥାଏ। ମା’ର ଗର୍ଭରେ ନବଜାତ ଶିଶୁର ଆସିବାରୁ ଆରମ୍ଭ କରି ତା’ର ଜନ୍ମ ପର୍ଯ୍ୟନ୍ତ ଶିଶୁର ମୁଣ୍ଡରେ ଉଠିଥିବା ଚୁଟିକୁ କାଢ଼ିବା ପାଇଁ ମୁଣ୍ଡନ ସଂସ୍କାର କରାଯାଏ। ବିଶ୍ବାସ କରାଯାଏ ଯେ ଏହି ସଂସ୍କାର ଗର୍ଭାବସ୍ଥା ସମୟରେ ଶିଶୁର ଚୁଟିରେ ଥିବା ଅଶୁଦ୍ଧି ଦୂର କରିଥାଏ। ମୁଣ୍ଡନ ସଂସ୍କାରକୁ ବହୁତ ଜାଗାରେ ଚୂଡ଼ାକରଣ/ଚୂଡ଼ାକର୍ମ ସଂସ୍କାର ମଧ୍ୟ କୁହାଯାଏ। 

ମୁଣ୍ଡନ ସଂସ୍କାରର ଲାଭ 

ଯଜୁର୍ବେଦରେ ମୁଣ୍ଡନ ସଂସ୍କାର ବିଷୟରେ ଉଲ୍ଲେଖ କରାଯାଇଛି ଯେ ମୁଣ୍ଡନ ସଂସ୍କାର ସନ୍ତାନର ଆୟୁ, ଆରୋଗ୍ୟ, ତେଜ, ବୁଦ୍ଧି ଓ ଗର୍ଭାବସ୍ଥାର ଅଶୁଦ୍ଧି କୁ ଦୂର କରିବା ପାଇଁ ଅତ୍ୟନ୍ତ ଉପଯୋଗୀ। 2025 ମୁଣ୍ଡନ ସଂସ୍କାର ଅନୁସାରେ, ମୁଣ୍ଡନ ସଂସ୍କାର ସମ୍ପୂର୍ଣ କରିବା ପରେ ଯେତେବେଳେ ଶିଶୁର ଦାନ୍ତ ବାହାରିଥାଏ ତେବେ ତାକୁ ବେଶୀ ଅସୁବିଧା ସାମ୍ନା କରିବାକୁ ପଡ଼େନାହିଁ। ମୁଣ୍ଡନ ସଂସ୍କାର ଶିଶୁର ଶରୀରର ତାପମାତ୍ରା ମଧ୍ୟ ଠିକ ରଖେ। ଏହା କରିବା ଦ୍ବାରା ତାର ମସ୍ତିଷ୍କ ଥଣ୍ଡା ରୁହେ ଓ ଶିଶୁକୁ କୌଣସି ପ୍ରକାରର ଶାରୀରିକ ଓ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ହୁଏ ନାହିଁ। ଚୁଟି କାଟିବା ପଡ଼େ ମୁଣ୍ଡରେ ଖରା ପଡ଼ିଥାଏ ଯାହାଫଳରେ କୋସିକାରେ ରକ୍ତ ପ୍ରଭାବ ସହଜ ହୋଇଥାଏ।

ମୁଣ୍ଡନ ସଂସ୍କାରର ସଠିକ ବିଧି 

  • ମୁଣ୍ଡନ ସଂସ୍କାର ପାଇଁ 2025 ମୁଣ୍ଡନ ସଂସ୍କାର ତିଥିର ବିଶେଷ ଧ୍ୟାନ ରଖନ୍ତୁ। 
  • ଏହା ପଡ଼େ ଚାହିଁଲେ ଏହି ସଂସ୍କାରକୁ ନିଜର ଘରେ କିମ୍ବା ମନ୍ଦିରରେ ସମ୍ପୂର୍ଣ କରନ୍ତୁ।
  • ଏହି ସମୟରେ ପ୍ରଥମେ ଯଜ୍ଞ କରନ୍ତୁ। ଯଜ୍ଞ ସମୟରେ ମା ସନ୍ତାନକୁ ନିଜର କୋଳରେ ଧରି ବେସ। ତାର ମୁହଁ ଅଗ୍ନିର ପଶ୍ଚିମ ଦିଗରେ ରୁହେ। 
  • ଶିଶୁର କିଛି ଚୁଟି ପଣ୍ଡିତ ମନ୍ତ୍ର ଉଚ୍ଚାରଣ କରି କଟନ୍ତି ଓ ପରେ ବାରିକ ବଞ୍ଚିଥିବା ଚୁଟି କାଟିଥାଏ। 
  • ଏହି ଦିନ ଗଣେଶ ପୂଜା, ଯଜ୍ଞ ଇତ୍ୟାଦି କରାଯାଏ। ମୁଣ୍ଡନ ସମାରୋହ ଶେଷରେ ଆରତୀ କରାଯାଏ। ପୁଣି ବାରିକ ଓ ପଣ୍ଡିତଙ୍କୁ ସମ୍ମାନର ସହିତ ଭୋଜନ କରାଯାଏ ଓ ନିଜର ଶକ୍ତି ଅନୁସାରେ ଦାନ ଦକ୍ଷିଣା ଦିଆଯାଏ। 

କେଉଁଠି କରେଇବେ ମୁଣ୍ଡନ ସଂସ୍କାର? 

ସାଧାରଣତଃ ଲୋକମାନେ ନିଜର ଘରେ କିମ୍ବା ମନ୍ଦିରରେ ମୁଣ୍ଡନ ସଂସ୍କାର କରେଇବା ଉଚିତ ଭାବନ୍ତି। ଯଦି ଆଚହୀନହିବେ ତେବେ ଗଙ୍ଗା କୂଳରେ, କୌଣସି ଦୂର୍ଗା ମନ୍ଦିରରେ କିମ୍ବା ଦକ୍ଷିଣ ଭାରତର ତିରୁପତି ବାଲାଜି ମନ୍ଦିରରେ ଏହି ସଂସ୍କାର ସମ୍ପୂର୍ଣ୍ଣ କରିପାରିବେ। ମୁଣ୍ଡନ ହେବା ପରେ ଶିଶୁର ଚୁଟିକୁ ଜଳରେ ପ୍ରବାହିତ କରିଦିଆ ଯାଏ। 

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋକେମ୍ପ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ଫେବ୍ରୁୟାରୀ 2025 ରେ ମୁଣ୍ଡନ କେବେ କରାଇବେ?

ଫେବ୍ରୁୟାରୀ 2025ରେ 8 10, 17, 19, 20, 21, 22, 26 ଓ 27 ତାରିଖରେ ମୁଣ୍ଡନ କରିପାରିବେ

2. ମଈ 2025 ରେ ମୁଣ୍ଡନ ତିଥି କେବେ ଅଛି?

ଏହି ବର୍ଷ ମଈରେ ମୁଣ୍ଡନ ସଂସ୍କାର ପାଇଁ 11ଟି ମୁହୂର୍ତ ଉପଲବ୍ଧ ଅଛି।

3. ମୁଣ୍ଡନ ସଂସ୍କାର କାହିଁକି ଜରୁରୀ?

ମୁଣ୍ଡନ କରିବା ଦ୍ବାରା ଶିଶୁକୁ ନିଜର ପୂର୍ବ ଜନ୍ମର ପାପରୁ ମୁକ୍ତି ମିଳିଥାଏ।

4. ସେପ୍ଟେମ୍ବର 2025 ରେ ମୁଣ୍ଡନ ମୁହୂର୍ତ କେବେ?

ଏହି ବର୍ଷ ସେପ୍ଟେମ୍ବର ରେ 5, 24, 27 ଓ 28 ଦିନ ମୁଣ୍ଡନ ସଂସ୍କାର କରାଯାଇ ପାରିବ।

More from the section: Horoscope 3886
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved