• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

2025 ଉପନୟନ ମୁହୂର୍ତ ଲେଖାରୁ ଜାଣନ୍ତୁ ମୁହୂର୍ତ, ତିଥି ଓ ସମୟ।

Author: Vijay Pathak | Last Updated: Sun 1 Sep 2024 11:43:35 AM

ଆଷ୍ଟ୍ରୋକେମ୍ପର ଏହି ଲେଖା “2025 ଉପନୟନ ମୁହୂର୍ତ ” ମାଧ୍ୟମରେ ଆମେ ଆପଣଙ୍କୁ ଆସନ୍ତା ବର୍ଷ 2025 ରେ ଉପନୟନ ସଂସ୍କାରର ଶୁଭ ତିଥି ଏବଂ ମୁହୂର୍ତର ସୂଚନା ପ୍ରଦାନ କରିବୁ। ଉପନୟନ ସଂସ୍କାର ହିନ୍ଦୁ ଧର୍ମର 16 ଟି ସଂସ୍କାର ମଧ୍ୟରୁ ଦଶମ ସଂସ୍କାର ଅଟେ ଓ ଏହା ପଇତା ସଂସ୍କାର ନାମରେ ମଧ୍ୟ ଜଣାଶୁଣା। ଏହାକୁ ସମସ୍ତ ସଂସ୍କାର ମଧ୍ୟରେ ମହତ୍ଵପୂର୍ଣ ସ୍ଥାନ ଦିଆଯାଇଛି କରଣ ଉପନୟନ କିମ୍ବା ପଇତା ସଂସ୍କାର କରିବା ପରେ ବାଳକ ଧାର୍ମିକ କାର୍ଯ୍ୟରେ ଭାଗ ନେଇପାରେ। ଆମର ଏହି ଲେଖା ବିଶେଷ ଭାବରେ ସେମାନଙ୍କ ପାଇଁ ତିଆରି ହେଇଛି ଯେଉଁମନେ ଆସନ୍ତା ବର୍ଷ ନିଜର ସନ୍ତାନର ଉପନୟନ ସଂସ୍କାର କରିବା ପାଇଁ ଚାହୁଁଛନ୍ତି ଓ ସେଥିପାଇଁ ଶୁଭ ମୁହୂର୍ତ ଖୋଜୁଛନ୍ତି। ଏଠାରେ ଆପଣଙ୍କୁ 2025 ପାଇଁ ଉପନୟନ ମୁହୂର୍ତ ର ଶୁଭ ତିଥିର ସୂଚନା ମିଳିବ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଆରମ୍ଭ କରିବା 2025 ଉପନୟନ ମୁହୂର୍ତର ଏହି ଲେଖା। 

ଦେଖନ୍ତୁ 2025 ଉପନୟନ ମୁହୂର୍ତର ତିଥି ଏବଂ ମୁହୂର୍ତ

ବିଶ୍ବର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ

Read in English: 2025 Upnayan Muhurat

2025 ପାଇଁ ଉପନୟନ ମୁହୂର୍ତର ସମ୍ପୂର୍ଣ ତାଲିକା

ଏଠାରେ ଆମେ ଆପଣଙ୍କୁ 2025 ଉପନୟନ ସଂସ୍କାର ଲେଖା ମଧ୍ୟମରେ କହିବାକୁ ଯାଉଛୁ 2025ରେ ପଡ଼ୁଥିବା ଉପନୟନ ସଂସ୍କାର ପାଇଁ ଶୁଭ ତିଥି। 

हिंदी में पढ़ने के लिए यहां क्लिक करें: 2025 उपनयन मुर्हत

ଜାନୁଆରୀ 2025 ପାଇଁ ଉପନୟନ ମୁହୂର୍ତ 

ଜାନୁଆରୀ 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି: 

ତିଥି 

ଦିନ 

ମୁହୂର୍ତ 

01 ଜାନୁଆରୀ 2025

ବୁଧବାର 

07:45-10:22,

11:50-16:46

02 ଜାନୁଆରୀ 2025

ଗୁରୁବାର 

07:45-10:18,

11:46-16:42

04 ଜାନୁଆରୀ 2025

ଶନିବାର 

07:46-11:38,

13:03-18:48

08 ଜାନୁଆରୀ 2025

ବୁଧବାର 

16:18-18:33

11 ଜାନୁଆରୀ 2025

ଶନିବାର 

07:46-09:43

15 ଜାନୁଆରୀ 2025

ବୁଧବାର 

07:46-12:20,

13:55-18:05

18 ଜାନୁଆରୀ 2025

ଶନିବାର 

09:16-13:43,

15:39-18:56

19 ଜାନୁଆରୀ 2025

ରବିବାର 

07:45-09:12

30 ଜାନୁଆରୀ 2025

ଗୁରୁବାର 

17:06-19:03

31 ଜାନୁଆରୀ 2025

ଶୁକ୍ରବାର 

07:41-09:52,

11:17-17:02

ଫେବ୍ରୁୟାରୀ 2025 ପାଇଁ ଉପନୟନ ମୁହୂର୍ତ 

ଫେବ୍ରୁୟାରୀ 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି:

ତିଥି 

ଦିନ

ମୁହୂର୍ତ 

01 ଫେବ୍ରୁୟାରୀ 2025

ଶନିବାର

07:40-09:48,

11:13-12:48

02 ଫେବ୍ରୁୟାରୀ 2025

ରବିବାର 

12:44-19:15

07 ଫେବ୍ରୁୟାରୀ 2025

ଶୁକ୍ରବାର 

07:37-07:57,

09:24-14:20,

16:35-18:55

08 ଫେବ୍ରୁୟାରୀ 2025

ଶନିବାର 

07:36-09:20

09 ଫେବ୍ରୁୟାରୀ 2025

ରବିବାର 

07:35-09:17,

10:41-16:27

14 ଫେବ୍ରୁୟାରୀ 2025

ଶୁକ୍ରବାର 

07:31-11:57,

13:53-18:28

17 ଫେବ୍ରୁୟାରୀ 2025

ସୋମବାର 

08:45-13:41,

15:55-18:16

ମାର୍ଚ୍ଚ 2025 ପାଇଁ ଉପନୟନ ମୁହୂର୍ତ 

ମାର୍ଚ୍ଚ 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି:

ତିଥି 

ଦିନ 

ମୁହୂର୍ତ 

01 ମାର୍ଚ୍ଚ 2025

ଶନିବାର 

07:17-09:23,

10:58-17:29

02 ମାର୍ଚ୍ଚ 2025

ରବିବାର 

07:16-09:19,

10:54-17:25

14 ମାର୍ଚ୍ଚ 2025

ଶୁକ୍ରବାର 

14:17-18:55

15 ମାର୍ଚ୍ଚ 2025

ଶନିବାର

07:03-11:59,

14:13-18:51

16 ମାର୍ଚ୍ଚ 2025

ରବିବାର 

07:01-11:55,

14:09-18:47

31 ମାର୍ଚ୍ଚ 2025

ସୋମବାର 

07:25-09:00,

10:56-15:31

ଅପ୍ରିଲ 2025 ପାଇଁ ଉପନୟନ ମୁହୂର୍ତ 

ଅପ୍ରିଲ 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି:

ତିଥି 

ଦିନ 

ମୁହୂର୍ତ 

02 ଅପ୍ରିଲ 2025

ବୁଧବାର 

13:02-19:56

07 ଅପ୍ରିଲ 2025

ସୋମବାର 

08:33-15:03,

17:20-18:48

09 ଅପ୍ରିଲ 2025

ବୁଧବାର 

12:35-17:13

13 ଅପ୍ରିଲ 2025

ରବିବାର 

07:02-12:19,

14:40-19:13

14 ଅପ୍ରିଲ 2025

ସୋମବାର 

06:30-12:15,

14:36-19:09

18 ଅପ୍ରିଲ 2025

ଶୁକ୍ରବାର 

09:45-16:37

30 ଅପ୍ରିଲ 2025

ରବିବାର 

07:02-08:58,

11:12-15:50

ମଈ 2025 ପାଇଁ ଉପନୟନ ମୁହୂର୍ତ 

ମଈ 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି:

ତିଥି 

ଦିନ 

ମୁହୂର୍ତ 

01 ମଈ 2025

ଗୁରୁବାର 

13:29-20:22

02 ମଈ 2025

ଶୁକ୍ରବାର 

06:54-11:04

07 ମଈ 2025

ବୁଧବାର 

08:30-15:22,

17:39-18:46,

08 ମଈ 2025

ଗୁରୁବାର 

13:01-17:35

09 ମଈ 2025

ଶୁକ୍ରବାର 

06:27-08:22,

10:37-17:31

14 ମଈ 2025

ବୁଧବାର 

07:03-12:38

17 ମଈ 2025

ଶନିବାର 

07:51-14:43,

16:59-18:09

28 ମଈ 2025

ବୁଧବାର 

09:22-18:36

29 ମଈ 2025

ଗୁରୁବାର 

07:04-09:18,

11:39-18:32

31 ମଈ 2025

ଶନିବାର 

06:56-11:31,

13:48-18:24

କ’ଣ ଆପଣଙ୍କର କୁଣ୍ଡଳୀରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

ଜୁନ 2025 ପାଇଁ ଉପନୟନ ମୁହୂର୍ତ 

ଜୁନ 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି:

ତିଥି 

ଦିନ 

ମୁହୂର୍ତ 

05 ଜୁନ 2025

ଗୁରୁବାର 

08:51-15:45

06 ଜୁନ 2025

ଶୁକ୍ରବାର

08:47-15:41

07 ଜୁନ 2025

ଶନିବାର 

06:28-08:43,

11:03-17:56

08 ଜୁନ 2025

ରବିବାର 

06:24-08:39

12 ଜୁନ 2025

ଗୁରୁବାର 

06:09-13:01,

15:17-19:55

13 ଜୁନ 2025

ଶୁକ୍ରବାର 

06:05-12:57,

15:13-17:33

15 ଜୁନ 2025

ସୋମବାର 

17:25-19:44

16 ଜୁନ 2025

ମଙ୍ଗଳବାର 

08:08-17:21

26 ଜୁନ 2025

ଗୁରୁବାର 

14:22-16:42

27 ଜୁନ 2025

ଶୁକ୍ରବାର 

07:24-09:45,

12:02-18:56

28 ଜୁନ 2025

ଶନିବାର 

07:20-09:41

30 ଜୁନ 2025

ସୋମବାର

09:33-11:50

ଜୁଲାଇ 2025 ପାଇଁ ଉପନୟନ ମୁହୂର୍ତ 

ଜୁଲାଇ 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି:

ତିଥି 

ଦିନ 

ମୁହୂର୍ତ 

05 ଜୁଲାଇ 2025

ଶନିବାର 

09:13-16:06

07 ଜୁଲାଇ 2025

ସୋମବାର 

06:45-09:05,

11:23-18:17

11 ଜୁଲାଇ 2025

ଶୁକ୍ରବାର 

06:29-11:07,

15:43-20:05

12 ଜୁଲାଇ 2025

ଶନିବାର 

07:06-13:19,

15:39-20:01

26 ଜୁଲାଇ 2025

ଶନିବାର 

06:10-07:51,

10:08-17:02

27 ଜୁଲାଇ 2025

ରବିବାର 

16:58-19:02

ଅଗସ୍ଟ 2025 ପାଇଁ ଉପନୟନ ମୁହୂର୍ତ 

ଅଗସ୍ଟ 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି:

ତିଥି 

ଦିନ 

ମୁହୂର୍ତ 

03 ଅଗସ୍ଟ 2025

ରବିବାର 

11:53-16:31

04 ଅଗସ୍ଟ 2025

ସୋମବାର 

09:33-11:49

06 ଅଗସ୍ଟ 2025

ବୁଧବାର 

07:07-09:25,

11:41-16:19

09 ଅଗସ୍ଟ 2025

ଶନିବାର 

16:07-18:11

10 ଅଗସ୍ଟ 2025

ରବିବାର 

06:52-13:45,

16:03-18:07

11 ଅଗସ୍ଟ 2025

ସୋମବାର 

06:48-11:21

13 ଅଗସ୍ଟ 2025

ବୁଧବାର 

08:57-15:52,

17:56-19:38

24 ଅଗସ୍ଟ 2025

ରବିବାର 

12:50-17:12

25 ଅଗସ୍ଟ 2025

ସୋମବାର 

06:26-08:10,

12:46-18:51

27 ଅଗସ୍ଟ 2025

ବୁଧବାର 

17:00-18:43

28 ଅଗସ୍ଟ 2025

ଗୁରୁବାର 

06:28-12:34,

14:53-18:27

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ସେପ୍ଟେମ୍ବର 2025 ପାଇଁ ଉପନୟନ ମୁହୂର୍ତ 

ସେପ୍ଟେମ୍ବର 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି:

ତିଥି 

ଦିନ 

ମୁହୂର୍ତ 

03 ସେପ୍ଟେମ୍ବର 2025

ବୁଧବାର 

09:51-16:33

04 ସେପ୍ଟେମ୍ବର 2025

ଗୁରୁବାର 

07:31-09:47,

12:06-18:11

24 ସେପ୍ଟେମ୍ବର 2025

ବୁଧବାର 

06:41-10:48,

13:06-18:20

27 ସେପ୍ଟେମ୍ବର 2025

ଶନିବାର 

07:36-12:55

ଅକ୍ଟୋବର 2025 ପାଇଁ ଉପନୟନ ମୁହୂର୍ତ 

ଅକ୍ଟୋବର 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି:

ତିଥି 

ଦିନ 

ମୁହୂର୍ତ 

02 ଅକ୍ଟୋବର 2025

ଗୁରୁବାର 

07:42-07:57,

10:16-16:21,

17:49-19:14

04 ଅକ୍ଟୋବର 2025

ଶନିବାର 

06:47-10:09,

12:27-17:41

08 ଅକ୍ଟୋବର 2025

ବୁଧବାର 

07:33-14:15,

15:58-18:50

11 ଅକ୍ଟୋବର 2025

ଶନିବାର 

09:41-15:46,

17:13-18:38

24 ଅକ୍ଟୋବର 2025

ଶୁକ୍ରବାର 

07:10-11:08,

13:12-17:47

26 ଅକ୍ଟୋବର 2025

ରବିବାର 

14:47-19:14

31 ଅକ୍ଟୋବର 2025

ଶୁକ୍ରବାର 

10:41-15:55,

17:20-18:55

ନଭେମ୍ବର 2025 ପାଇଁ ଉପନୟନ ମୁହୂର୍ତ 

ନଭେମ୍ବର 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି:

ତିଥି 

ଦିନ 

ମୁହୂର୍ତ 

01 ନଭେମ୍ବର 2025

ଶନିବାର 

07:04-08:18,

10:37-15:51,

17:16-18:50

02 ନଭେମ୍ବର 2025

ରବିବାର 

10:33-17:12

07 ନଭେମ୍ବର 2025

ଶୁକ୍ରବାର 

07:55-12:17

09 ନଭେମ୍ବର 2025

ରବିବାର 

07:10-07:47,

10:06-15:19,

16:44-18:19

23 ନଭେମ୍ବର 2025

ରବିବାର 

07:21-11:14,

12:57-17:24

30 ନଭେମ୍ବର 2025

ରବିବାର 

07:42-08:43,

10:47-15:22,

16:57-18:52

ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ଡିସେମ୍ବର 2025 ପାଇଁ ଉପନୟନ ମୁହୂର୍ତ 

ଡିସେମ୍ବର 2025 ରେ ଉପନୟନ ମୁହୂର୍ତ ଓ ଶୁଭ ତିଥି:

ତିଥି 

ଦିନ 

ମୁହୂର୍ତ 

01 ଡିସେମ୍ବର 2025

ସୋମବାର 

07:28-08:39

05 ଡିସେମ୍ବର 2025

ଶୁକ୍ରବାର 

07:31-12:10,

13:37-18:33

06 ଡିସେମ୍ବର 2025

ଶନିବାର 

08:19-13:33,

14:58-18:29

21 ଡିସେମ୍ବର 2025

ରବିବାର 

11:07-15:34,

17:30-19:44

22 ଡିସେମ୍ବର 2025

ସୋମବାର 

07:41-09:20,

12:30-17:26

24 ଡିସେମ୍ବର 2025

ଗୁରୁବାର 

13:47-17:18

25 ଡିସେମ୍ବର 2025

ଶୁକ୍ରବାର 

07:43-12:18,

13:43-15:19

29 ଡିସେମ୍ବର 2025

ବୁଧବାର 

12:03-15:03,

16:58-19:13

ଉପନୟନ ସଂସ୍କାର କ’ଣ?

ଏହି 2025 ଉପନୟନ ମୁହୂର୍ତ ଲେଖା ଅନୁସାରେ, ଉପନୟନ ସଂସ୍କାର ଏପରି ଏକ୍ ସଂସ୍କାର ଯେଉଁ ଦିନ ବାଳକକୁ ପଇତା ପିନ୍ଧାଯାଏ। ଏହି ସଂସ୍କାର ୟଜ୍ଞୋପବିତ କିମ୍ବା ପଇତା ସଂସ୍କାର ନାମରେ ମଧ୍ୟ ଜଣାଶୁଣା। ଉପନୟନର ଅର୍ଥ ହେଉଛି, ଉପର ଅର୍ଥ ପାଖ ଓ ନୟନ ଅର୍ଥ ନେବା ଅର୍ଥାତ ଗୁରୁଙ୍କ ପାଖକୁ ନେବା। ଏହି ପରମ୍ପରା ପ୍ରାଚୀନ କାଳରୁ ଚାଲି ଆସୁଛି ଓ ଏହାର ପାଳନ ବର୍ତମାନ ସମୟରେ ମଧ୍ୟ କରାଯାଉଛି। ପଇତାରେ ତିନୋଟି ସୂତ୍ର ଥାଏ ଓ ଏହି ତିନି ସୂତ୍ର ତୃଦେବ ଅର୍ଥାତ ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କର ପ୍ରତୀକ। 2025 ଉପନୟନ ମୁହୂର୍ତ ଅନୁସାରେ, ଏହି ସଂସ୍କାରକୁ ବିଧି ବିଧାନପୂର୍ବକ କରିବା ଦ୍ବାରା ଶିଶୁକୁ ଊର୍ଜା, ତେଜ ଓ ବଳ ପ୍ରାପ୍ତ ହୁଏ। ସାଙ୍ଗରେ ବାଳକ ଭିତରେ ଅଧ୍ୟାତ୍ମିକତାର ଭାବ ଜାଗୃତ ହୁଏ। 

ଉପନୟନ ସଂସ୍କାର ସମୟରେ ଏହି ନିୟମର ଧ୍ୟାନ ରଖନ୍ତୁ 

ଉପନୟନ ମୁହୂର୍ତ 2025 ଅନୁସାରେ, ଧର୍ମଶାସ୍ତ୍ରରେ ଉପନୟନ ସଂସ୍କାର ସହିତ ଜଡ଼ିତ କିଛି ନିୟମ ବର୍ଣନା କରାଯାଇଛି ଯାହା ଏହି ସଂସ୍କାର କରିବା ସମୟରେ ଧ୍ୟାନ ରଖିବା ଉଚିତ। ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ। 

  • 2025 ଉପନୟନ ମୁହୂର୍ତ ଅନୁସାରେ, ବାଳକର ଉପନୟନ କିମ୍ବା ଜନେଉ ସଂସ୍କାର ଯେଉଁ ଦିନ ଆୟୋଜିତ ହୁଏ ସେହି ଦିନ ଯଜ୍ଞ ମଧ୍ୟ କରାଯାଏ। 
  • ଏହି ଯଜ୍ଞରେ ବାଳକ ସମେତ ପରିବାରର ସଦସ୍ୟ ଭାଗ ନେବା ଅତ୍ୟନ୍ତ ଆବଶ୍ୟକ।
  • ଯେଉଁ ବାଳକର ଉପନୟ ସଂସ୍କାର ସମ୍ପୂର୍ଣ ହୁଏ ତାକୁ ସିଲେଇ ନ ହୋଇଥିବା ଲୁଗା ଓ ଗଳାରେ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧାଯାଏ। ଏହି ଅବସରରେ ବାଳକ ହାତରେ ବାଡ଼ି ଧରେ ଓ ଗୋଡ଼ରେ ଖଡ଼ୁ ଧାରଣ କରେ। 
  • ଯେଉଁ ପଇତା ବାଳକ ପିନ୍ଧେ ତାହା ହଳଦିଆ ରଙ୍ଗର ହୋଇଥାଏ ଯାହା ଶିଶୁକୁ ଗୁରୁ ଦିକ୍ଷା ସମୟରେ ପିନ୍ଧା ଯାଏ। 
  • 2025 ଉପନୟ ମୁହୂର୍ତ ଅନୁସାରେ, ବ୍ରାହ୍ମଣଙ୍କର ଉପନୟନ ସଂସ୍କାର 8 ବର୍ଷରେ ହୁଏ ଓ କ୍ଷେତ୍ରିଅଙ୍କର 11 ବର୍ଷରେ ହୁଏ। ବୈଶ୍ୟଙ୍କର 12 ବର୍ଷରେ ହୁଏ। 

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋକେମ୍ପ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ଉପନୟନ ପାଇଁ ମୁହୂର୍ତ 2025 ରେ କେବେ ପଡ଼ୁଛି ?

ବର୍ଷ 2025 ରେ ଉପନୟନ ସଂସ୍କାର ପାଇଁ ପ୍ରତି ମାସରେ ଶୁଭ ମୁହୂର୍ତ ଅଛି ।

2. ଡିସେମ୍ବର 2025 ରେ ଉପନୟନ ପାଇଁ ତାରିଖ କ’ଣ ଅଛି ?

ଡିସେମ୍ବର 2025 ରେ 01, 05, 06, 21, 22, 24, 25 ଓ 29 ଇତ୍ୟାଦି ତିଥିରେ ଉପନୟନ ସଂସ୍କାର କରାଯାଇ ପାରିବ ।

3. କ’ଣ ପଇତା ଗାଧୋଇବା ସମୟରେ କାଢ଼ିଦେବା ଉଚିତ?

ନା, ପଇତା ସ୍ନାନ କରିବା ସମୟରେ ପିନ୍ଧିବା ଉଚିତ ଓ କେବଳ ବିଶେଷ ପରିସ୍ଥିତିରେ କଢ଼ା ଯାଏ

4. ମାର୍ଚ୍ଚ 2025 ରେ ଉପନୟନ ପାଇଁ ଶୁଭ ମୁହୂର୍ତ ଅଛି କି?

ବର 2025 ରେ ମାର୍ଚ୍ଚ ମାସରେ ଉପନୟନ ମୁହୂର୍ତ ପାଇଁ 6ଟି ମୁହୂର୍ତ ଅଛି।

More from the section: Horoscope 3852
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved