• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

2025 କର୍ଣଭେଦ ସଂସ୍କାର ପାଇଁ ଖୋଜୁଛନ୍ତି ଶୁଭ ମୁହୂର୍ତ ? ଏଠାରେ ଦେଖନ୍ତୁ 2025 ପାଇଁ ମୁହୂର୍ତ!

Author: Vijay Pathak | Last Updated: Sun 1 Sep 2024 11:40:07 AM

ଆଷ୍ଟ୍ରୋକେମ୍ପର 2025 କର୍ଣଭେଦ ସଂସ୍କାର ଲେଖା ଆପଣଙ୍କୁ ନୂଆ ବର୍ଷ 2025 ପାଇଁ କର୍ଣଭେଦ ସଂସ୍କାର ପାଇଁ ଶୁଭ ମୁହୂର୍ତ ପ୍ରଦାନ କରିବ। ସନାତନ ଧର୍ମରେ କରାଯାଉଥିବା 16 ଟି ସଂସ୍କାର ମଧ୍ୟରୁ ପ୍ରତ୍ଯେକ ସଂସ୍କାରକୁ ମହତ୍ଵପୂରଣ କୁହଯାଏ ଓ କର୍ଣଭେଦ ସଂସ୍କାର ଏଥି ମଧ୍ୟରୁ ଗୋଟେ। ଯେତେବେଳେ ଶିଶୁ 6 ମାସର ହୋଇଯାଏ, ଅନ୍ନପ୍ରଶନରୁ ଆରମ୍ଭ କରି କର୍ଣଭେଦ ପର୍ଯ୍ୟନ୍ତ ଅନେକ ସଂସ୍କାର କରାଯାଏ। ଆମେ ଏହି ଲେଖା ବିଶେଷ ରୂପରେ ଆପଣଙ୍କ ପାଇଁ ତିଆରି କରିଛୁ ଯେଉଁମାନେ 2025ରେ ନିଜର ସନ୍ତାନର କର୍ଣଭେଦ ସଂସ୍କାର କରାଇବାକୁ ଚାହୁଁଛନ୍ତି ଓ ଏଥିପାଇଁ ଶୁଭ ମୁହୂର୍ତ ଦେଖୁଛନ୍ତି। ତେବେ ଏହି ଲେଖା ମଧ୍ୟମରେ ନୂଆ ବର୍ଷରେ ପଡ଼ୁଥିବା ଶୁଭ ତିଥିର ସୂଚନା ପ୍ରାପ୍ତ କରିବେ। ତେବେ ଚାଲନ୍ତୁ ଆରମ୍ଭ କରିବା ଏହି ଲେଖା।

2025 କର୍ଣଭେଦ ମୂହୁର୍ତ୍ତ

ବିଶ୍ବର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ

Read in English: 2025 Karnavedha Muhurat

କର୍ଣଭେଦ ମୁହୂର୍ତର ସମ୍ପୂର୍ଣ ତାଲିକା

ଏଠାରେ ଆମେ ଆପଣଙ୍କୁ 2025 କର୍ଣଭେଦ ସଂସ୍କାର ଲେଖା ମଧ୍ୟମରେ କହିବାକୁ ଯାଉଛୁ 2025ରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ଶୁଭ ତିଥି।

हिंदी में पढ़े: 2025 कर्णवेध मुहूर्त

ଜାନୁଆରୀ 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ଜାନୁଆରୀ ମାସରେ ପଡ଼ୁଥିବା 2025 କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

02 ଜାନୁଆରୀ 2025

ଗୁରୁବାର

07:45-10:18,

11:46-16:42

08 ଜାନୁଆରୀ 2025

ବୁଧବାର

16:18-18:33

11 ଜାନୁଆରୀ 2025

ଶନିବାର

14:11-16:06

15 ଜାନୁଆରୀ 2025

ବୁଧବାର

07:46-12:20

20 ଜାନୁଆରୀ 2025

ସୋମବାର

07:45-09:08

30 ଜାନୁଆରୀ 2025

ଗୁରୁବାର

07:45-08:28,

09:56-14:52,

17:06-19:03

ଫେବ୍ରୁୟାରୀ 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ଫେବ୍ରୁୟାରୀ ମାସରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

08 ଫେବ୍ରୁୟାରୀ 2025

ଶନିବାର

07:36-09:20

10 ଫେବ୍ରୁୟାରୀ 2025

ସୋମବାର

07:38-09:13,

10:38-18:30

17 ଫେବ୍ରୁୟାରୀ 2025

ସୋମବାର

08:45-13:41,

15:55-18:16

20 ଫେବ୍ରୁୟାରୀ 2025

ଗୁରୁବାର

15:44-18:04

21 ଫେବ୍ରୁୟାରୀ 2025

ଶୁକ୍ରବାର

07:25-09:54,

11:29-13:25

26 ଫେବ୍ରୁୟାରୀ 2025

ବୁଧବାର

08:10-13:05

ମାର୍ଚ୍ଚ 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ମାର୍ଚ୍ଚ ମାସରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

02 ମାର୍ଚ୍ଚ 2025

ରବିବାର

10:54-17:25

15 ମାର୍ଚ୍ଚ 2025

ଶନିବାର

10:03-11:59,

14:13-18:51

16 ମାର୍ଚ୍ଚ 2025

ରବିବାର

07:01-11:55,

14:09-18:47

20 ମାର୍ଚ୍ଚ 2025

ଗୁରୁବାର

06:56-08:08,

09:43-16:14

26 ମାର୍ଚ୍ଚ 2025

ବୁଧବାର

07:45-11:15,

13:30-18:08

30 ମାର୍ଚ୍ଚ 2025

ରବିବାର

09:04-15:35

31 ମାର୍ଚ୍ଚ 2025

ସୋମବାର

07:25-09:00,

10:56-15:31

କ’ଣ ଆପଣଙ୍କର କୁଣ୍ଡଳୀରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

ଅପ୍ରିଲ 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ଅପ୍ରିଲ ମାସରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

03ଅପ୍ରିଲ 2025

ଗୁରୁବାର

07:32-10:44,

12:58-18:28

05ଅପ୍ରିଲ 2025

ଶନିବାର

08:40-12:51

15:11-19:45

13ଅପ୍ରିଲ 2025

ରବିବାର

07:02-12:19,

14:40-19:13

21ଅପ୍ରିଲ 2025

ସୋମବାର

14:08-18:42

26 ଅପ୍ରିଲ 2025

ଶନିବାର

07:18-09:13

ମଈ 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ମଈ ମାସରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

01 ମଈ 2025

ଗୁରୁବାର

13:29-15:46

02 ମଈ 2025

ଶୁକ୍ରବାର

15:42-20:18

03 ମଈ 2025

ଶନିବାର

07:06-13:21

15:38-19:59

04 ମଈ 2025

ରବିବାର

06:46-08:42

09 ମଈ 2025

ଶୁକ୍ରବାର

06:27-08:22

10:37-17:31

10 ମଈ 2025

ଶନିବାର

06:23-08:18,

10:33-19:46

14 ମଈ 2025

ବୁଧବାର

07:03-12:38

23 ମଈ 2025

ଶୁକ୍ରବାର

16:36-18:55

24 ମଈ 2025

ଶନିବାର

07:23-11:58

14:16-18:51

25 ମଈ 2025

ରବିବାର

07:19-11:54

28 ମଈ 2025

ବୁଧବାର

09:22-18:36

31 ମଈ 2025

ଶନିବାର

06:56-11:31,

13:48-18:24

ଜୁନ 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ଜୁନ ମାସରେ ପଡ଼ୁଥିବା 2025 କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

05 ଜୁନ 2025

ଗୁରୁବାର

08:51-15:45

06 ଜୁନ 2025

ଶୁକ୍ରବାର

08:47-15:41

07 ଜୁନ 2025

ଶନିବାର

06:28-08:43

15 ଜୁନ 2025

ରବିବାର

17:25-19:44

16 ଜୁନ 2025

ସୋମବାର

08:08-17:21

20 ଜୁନ 2025

ଶୁକ୍ରବାର

12:29-19:24

21 ଜୁନ 2025

ଶନିବାର

10:08-12:26,

14:42-18:25

26 ଜୁନ 2025

ଗୁରୁବାର

09:49-16:42

27 ଜୁନ 2025

ଶୁକ୍ରବାର

07:24-09:45,

12:02-18:56

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ଜୁଲାଇ 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ଜୁଲାଇ ମାସରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

02 ଜୁଲାଇ 2025

ବୁଧବାର

11:42-13:59

03 ଜୁଲାଇ 2025

ଗୁରୁବାର

07:01-13:55

07 ଜୁଲାଇ 2025

ସୋମବାର

06:45-09:05,

11:23-18:17

12 ଜୁଲାଇ 2025

ଶନିବାର

07:06-13:19,

15:39-20:01

13 ଜୁଲାଇ 2025

ରବିବାର

07:22-13:15

17 ଜୁଲାଇ 2025

ଗୁରୁବାର

10:43-17:38

18 ଜୁଲାଇ 2025

ଶୁକ୍ରବାର

07:17-10:39,

12:56-17:34

25 ଜୁଲାଇ 2025

ଶୁକ୍ରବାର

06:09-07:55,

10:12-17:06

30 ଜୁଲାଇ 2025

ବୁଧବାର

07:35-12:09,

14:28-18:51

31 ଜୁଲାଇ 2025

ଗୁରୁବାର

07:31-14:24,

16:43-18:47

ଅଗସ୍ଟ 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ଅଗସ୍ଟ ମାସରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

03 ଅଗସ୍ଟ 2025

ରବିବାର

11:53-16:31

04 ଅଗସ୍ଟ 2025

ସୋମବାର

09:33-11:49

09 ଅଗସ୍ଟ 2025

ଶନିବାର

06:56-11:29,

13:49-18:11

10 ଅଗସ୍ଟ 2025

ରବିବାର

06:52-13:45

13 ଅଗସ୍ଟ 2025

ବୁଧବାର

11:13-15:52,

17:56-19:38

14 ଅଗସ୍ଟ 2025

ଗୁରୁବାର

08:53-17:52

20 ଅଗସ୍ଟ 2025

ବୁଧବାର

06:24-13:05,

15:24-18:43

21 ଅଗସ୍ଟ 2025

ଗୁରୁବାର

08:26-15:20

27 ଅଗସ୍ଟ 2025

ବୁଧବାର

17:00-18:43

28 ଅଗସ୍ଟ 2025

ଗୁରୁବାର

06:28-10:14

30 ଅଗସ୍ଟ 2025

ଶନିବାର

16:49-18:31

31 ଅଗସ୍ଟ 2025

ରବିବାର

16:45-18:27

ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ସେପ୍ଟେମ୍ବର 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ସେପ୍ଟେମ୍ବର ମାସରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

05 ସେପ୍ଟେମ୍ବର 2025

ଶୁକ୍ରବାର

07:27-09:43,

12:03-18:07

22 ସେପ୍ଟେମ୍ବର 2025

ସୋମବାର

13:14-17:01

24 ସେପ୍ଟେମ୍ବର 2025

ବୁଧବାର

06:41-10:48,

13:06-16:53

27 ସେପ୍ଟେମ୍ବର 2025

ଶନିବାର

07:36-12:55,

14:59-18:08

ଅକ୍ଟୋବର 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ଅକ୍ଟୋବର ମାସରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

02 ଅକ୍ଟୋବର 2025

ଗୁରୁବାର

10:16-16:21

17:49-19:14

04 ଅକ୍ଟୋବର 2025

ଶନିବାର

06:47-10:09

08 ଅକ୍ଟୋବର 2025

ବୁଧବାର

07:33-14:15

15:58-18:50

11 ଅକ୍ଟୋବର 2025

ଶନିବାର

17:13-18:38

12 ଅକ୍ଟୋବର 2025

ରବିବାର

07:18-09:37,

11:56-15:42

13 ଅକ୍ଟୋବର 2025

ସୋମବାର

13:56-17:05

24 ଅକ୍ଟୋବର 2025

ଶୁକ୍ରବାର

07:10-11:08,

13:12-17:47

30 ଅକ୍ଟୋବର 2025

ଗୁରୁବାର

08:26-10:45

31 ଅକ୍ଟୋବର 2025

ଶୁକ୍ରବାର

10:41-15:55,

17:20-18:55

ନଭେମ୍ବର 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ନଭେମ୍ବର ମାସରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

03 ନଭେମ୍ବର 2025

ସୋମବାର

15:43-17:08

10 ନଭେମ୍ବର 2025

ସୋମବାର

10:02-16:40

16 ନଭେମ୍ବର 2025

ରବିବାର

07:19-13:24,

14:52-19:47

17 ନଭେମ୍ବର 2025

ସୋମବାର

07:16-13:20

14:48-18:28

20 ନଭେମ୍ବର 2025

ଗୁରୁବାର

13:09-16:01,

17:36-19:32

21 ନଭେମ୍ବର 2025

ଶୁକ୍ରବାର

07:20-09:18,

11:22-14:32

26 ନଭେମ୍ବର 2025

ବୁଧବାର

07:24-12:45,

14:12-19:08

27 ନଭେମ୍ବର 2025

ଗୁରୁବାର

07:24-12:41,

14:08-19:04

ଡିସେମ୍ବର 2025 ରେ କର୍ଣଭେଦ ମୁହୂର୍ତର ଶୁଭ ତିଥି

ଡିସେମ୍ବର ମାସରେ ପଡ଼ୁଥିବା 2025 କର୍ଣଭେଦ ସଂସ୍କାର ପାଇଁ ତିଥି:

ତିଥି

ଦିନ

ମୁହୂର୍ତ

01 ଡିସେମ୍ବର 2025

ସୋମବାର

07:28-08:39

05 ଡିସେମ୍ବର 2025

ଶୁକ୍ରବାର

13:37-18:33

06 ଡିସେମ୍ବର 2025

ଶନିବାର

08:19-10:23

07 ଡିସେମ୍ବର 2025

ରବିବାର

08:15-10:19

15 ଡିସେମ୍ବର 2025

ସୋମବାର

07:44-12:58

17 ଡିସେମ୍ବର 2025

ବୁଧବାର

17:46-20:00

24 ଡିସେମ୍ବର 2025

ବୁଧବାର

13:47-17:18

25 ଡିସେମ୍ବର 2025

ଗୁରୁବାର

07:43-09:09

28 ଡିସେମ୍ବର 2025

ରବିବାର

10:39-13:32

29 ଡିସେମ୍ବର 2025

ସୋମବାର

12:03-15:03,

16:58-19:13

କର୍ଣଭେଦ ସଂସ୍କାର କ’ଣ?

ଏହି 2025 କର୍ଣଭେଦ ସଂସ୍କାର ଲେଖା ଅନୁସାରେ କର୍ଣଭେଦ ସଂସ୍କାରକୁ ହିନ୍ଦୁ ଧର୍ମରେ ନବମ ସ୍ଥାନ ଦିଆଯାଇଛି ଯାହାକି ସମସ୍ତ ସଂସ୍କାର ମଧ୍ୟରୁ ପ୍ରମୁଖ ବିବେଚନା କରାଯାଏ। ଯଦି ଆମେ ଏହାର ଅର୍ଥ ବିଷୟରେ କହିବ ତେବେ କର୍ଣ୍ଣ ଛେଦ କିମ୍ବା କର୍ଣ୍ଣ ଭେଦର ମାନେ ହେଉଛି କାନରେ ଛେଦ କରିବା। ଶିଶୁର କାନରେ ଛେଦ କରିବା ପରେ ଶିଶୁକୁ ରୂପା କିମ୍ବା ସୁନାର କାନଫୂଳ ପିନ୍ଧାଯାଏ। କର୍ଣଭେଦ ସଂସ୍କାର ସମ୍ବନ୍ଧରେ ବିଶ୍ବାସ ଅଛି ଯେ ଏହି ସଂସ୍କାର କରିବା ଦ୍ବାରଅ ଶିଶୁର ଶୁଣିବା କ୍ଷମତା ବୃଦ୍ଧି ପାଏ। ସାଙ୍ଗରେ ଶିଶୁର ଜୀବନରୁ ନକରାତ୍ମକତା ଅନ୍ତ ହୁଏ।

ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ ଯେଉଁ ମନୁଷ୍ୟର କର୍ଣଭେଦ ସଂସ୍କାର ହୋଇନାହିଁ ସେ ନିଜର ସମ୍ପର୍କୀୟଙ୍କର ଅନ୍ତିମ ସଂସ୍କାରରେ ଭାଗ ଦେଇପାରିବ ନାହିଁ। କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ଏହି ନିୟମର ପାଳନ ବର୍ତ୍ତମାନ ସମୟରେ କରାଯାଉ ନାହିଁ।

ଅନ୍ନପ୍ରଶନ ସଂସ୍କାରର ଶୁଭ ମୁହୂର୍ତ ଜାଣିବା ପାଇଁ କ୍ଲିକ କରନ୍ତୁ: 2025 ଅନ୍ନପ୍ରଶନ ମୁହୂର୍ତ

କେବେ କରିବେ କର୍ଣଭେଦ ସଂସ୍କାର?

2025 କର୍ଣଭେଦ ମୁହୂର୍ତ ଅନୁସାରେ, ଯଦି କୌଣସି ମାତା-ପିତା ନିଜର ଶିଶୁର କର୍ଣଭେଦ ସଂସ୍କାର ସମ୍ପୂର୍ଣ କରିବାକୁ ଚାହାନ୍ତି ତେବେ ଏଥିପାଇଁ ଶିଶୁର ଜନ୍ମ ପରେ ଦଶମ କିମ୍ବା ଷୋହଳତମ ଦିନକୁ ବାଛିପାରିବେ। ଏହି ସଂସ୍କାର କର୍ଣ ଛେଦ ନାମରେ ମଧ୍ୟ ଜଣାଶୁଣା। ଯଦି ସେହି ସମୟରେ ନିଜର ସନ୍ତାନର କର୍ଣଭେଦ ସଂସ୍କାର କରି ପାରୁନାହାନ୍ତି ତେବେ ଶିଶୁକୁ ଷଷ୍ଠ, ସପ୍ତମ କିମ୍ବା ଅଷ୍ଟମ ମାସ ହେଲା ପରେ ମଧ୍ୟ କରିପାରିବେ।

ମାତା-ପିତା ନିଜର ଶିଶୁର କର୍ଣଭେଦ ସଂସ୍କାର 3 କିମ୍ବା 5 ବର୍ଷ ହେଲା ପରେ ମଧ୍ୟ କରିପାରିବେ। ବଦଳୁଥିବା ଦୁନିୟା ସହିତ ଷୋହଳ ସଂସ୍କାରର ନିୟମ ମଧ୍ୟ ବଦଳୁଥିବା ଦେଖାଯାଉଛି ଓ ଏବେ ଆପଣ କର୍ଣଭେଦ ସଂସ୍କାରକୁ ମୁଣ୍ଡନ କିମ୍ବା ଉପନୟନ ସଂସ୍କାର ସହିତ ମଧ୍ୟ ସମ୍ପୂର୍ଣ କରିପାରିବେ।

କର୍ଣଭେଦ ସଂସ୍କାର ସମୟରେ ଧ୍ୟାନରେ ରଖନ୍ତୁ ଏହି କଥା

  • ଏହି 2025 କର୍ଣଭେଦ ସଂସ୍କାର ଲେଖା ଅନୁସାରେ,ଯେବେ ସୂର୍ଯ୍ୟ ଧନୁ ଓ ମୀନ ରାଶିରେ ଗୋଚର କରନ୍ତି ସେହି ଅବଧିକୁ ଛାଡ଼ି ସମସ୍ତ ସୌର ମାସ କର୍ଣଭେଦ ସଂସ୍କାର ପାଇଁ ଶୁଭ।
  • କର୍ଣଭେଦ ପାଇଁ ଚାତୁର୍ମାସ ବ୍ୟତୀତ ପ୍ରତ୍ଯେକ ଚନ୍ଦ୍ର ମାସ ଶୁଭ କାରଣ ଚାତୁର୍ମାସରେ ମାଙ୍ଗଳିକ କାର୍ଯ୍ୟ କରାଯାଇପାରିବ ନାହିଁ।
  • ସମସ୍ତ 27 ନକ୍ଷତ୍ରରୁ ଅଶ୍ଵିନୀ, ଧନିଷ୍ଠା, ପୁଷ୍ୟ, ହସ୍ତ, ପୁନର୍ବସୁ, ଶ୍ରାବଣ, ମୃଗଶିରା, ଚିତ୍ରା, ଅନୁରାଧା, ରେବତୀ ଇତ୍ୟାଦି ନକ୍ଷତ୍ର କର୍ଣଭେଦ ସଂସ୍କାର ପାଇଁ ଶ୍ରେଷ୍ଠ ଅଟେ ଯେତେବେଳେ କି ଏହି ସଂସ୍କାର ପାଇଁ ଅଭିଜିତ ନକ୍ଷତ୍ର ସର୍ବଶ୍ରେଷ୍ଠ ଅଟେ।
  • 2025 କର୍ଣଭେଦ ମୁହୂର୍ତ ଅନୁଯାୟୀ, ହିନ୍ଦୁ ମାସରେ ଶୁକ୍ଳ ଓ କୃଷ୍ଣ ପକ୍ଷର ରିକ୍ତ ତିଥି (ଚତୁର୍ଥୀ, ନବମୀ ଓ ଚତୁର୍ଦଶୀ ତିଥି) ବ୍ୟତୀତ ସମସ୍ତ ତିଥି ଶୁଭ ବୋଲି କୁହଯାଏ।
  • ସୋମବାର , ବୁଧବାର , ଗୁରୁବାର ଓ ଶୁକ୍ରବାର ଦିନ କର୍ଣଭେଦ କରିବା ଭଲ ଅଟେ।
  • କର୍ଣଭେଦ ସଂସ୍କାର ସେତେବେଳେ କରନ୍ତୁ ଯେତେବେଳେ ଲଗ୍ନ ରାଶିର ସ୍ବାମୀ ବୃହସ୍ପତି ମହାରାଜ କିମ୍ବା ଶୁକ୍ର ଦେବ ହୋଇଥିବେ ଅର୍ଥାତ କର୍ଣଭେଦ ସଂସ୍କାର ପାଇଁ ବୃଷ, ତୁଳା, ଧନୁ ଓ ମୀନ ଲଗ୍ନ ଅତିଶୁଭ କୁହାଯାଇଛି।
  • ଶିଶୁର କର୍ଣଭେଦ ସଂସ୍କାର ପାଇଁ ଠିକ ପ୍ରକାରରେ ଚନ୍ଦ୍ର ଓ ତାରା ଶୁଦ୍ଧି କରିବା ଉଚିତ।
  • 2025 କର୍ଣଭେଦ ମୁହୂର୍ତ କହୁଛି ଯେ ଶିଶୁର ଜନ୍ମ ମାସ ଓ ନକ୍ଷତ୍ରରେ ଏହି ସଂସ୍କାର କରନ୍ତୁ ନାହିଁ। ଏହି ସଂସ୍କାର ଅପରାହ୍ନ କାଳ ପୂର୍ବରୁ ଶେଷ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ:ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋକେମ୍ପ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. କର୍ଣଭେଦ ସଂସ୍କାର କେବେ କରିପାରିବେ?

କର୍ଣଭେଦ ସଂସ୍କାରକୁ ଶିଶୁର ଜନ୍ମର ଷଷ୍ଠ, ସପ୍ତମ ଓ ଅଷ୍ଟମ ମାସରେ କରିପାରିବେ।

2. ମାର୍ଚ୍ଚ 2025 ରେ କର୍ଣଭେଦ କେବେ କରିପାରିବେ?

ବର୍ଷ 2025ର ମାର୍ଚ୍ଚ ମାସରେ କର୍ଣଭେଦ ସଂସ୍କାର ପାଇଁ ଆଠଟି ମୁହୂର୍ତ ଉପଲବ୍ଧ ଅଛି।

3. ସୋମବାର, ବୁଧବାର, ଗୁରୁବାର ଓ ଶୁକ୍ରବାର କର୍ଣଭେଦ ପାଇଁ ଶୁଭ ଅଟେ।

କର୍ଣଭେଦ ସଂସ୍କାର ପାଇଁ କେଉଁ ଦିନ ଶୁଭ ହୋଇଥାଏ?

4. ଜୁଲାଇରେ କର୍ଣଭେଦ ସଂସ୍କାର ପାଇଁ ଶୁଭ ମୁହୂର୍ତ କେତେବେଳେ ଅଛି?

ଜୁଲାଇ 2025 ରେ କର୍ଣଭେଦ ପାଇଁ 02, 03, 07, 12, 13, 17, 18, 25, 30 ଓ 31 ଇତ୍ୟାଦି ତିଥି ଶୁଭ ଅଟେ।

More from the section: Horoscope 3877
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved