• Talk To Astrologers
  • Brihat Horoscope
  • Ask A Question
  • Child Report 2022
  • Raj Yoga Report
  • Career Counseling
Personalized
Horoscope

2025 ଗୃହ ପ୍ରବେଶ ମୁହୂର୍ତ ରୁ ଜାଣନ୍ତୁ 2025ରେ ଗୃହ ପ୍ରବେଶ ପାଇଁ ଶୁଭ ମୁହୂର୍ତ

Author: Vijay Pathak | Last Updated: Sun 1 Sep 2024 11:19:04 AM

ଆଷ୍ଟ୍ରୋକେମ୍ପର 2025 ଗୃହ ପ୍ରବେଶ ମୁହୂର୍ତ ଲେଖାରେ କୁହାଯାଇଛି ଯେ ଆସନ୍ତା ବର୍ଷ ଗୃହ ପ୍ରବେଶ ପାଇଁ ଶୁଭ ତିଥି, ଶୁଭ ଦିନ ଓ ଶୁଭ ସମୟ କ’ଣ। ଏହା ସହିତ ଏହି ଲେଖାରେ ଏହି ସୂଚନା ମଧ୍ୟ ଦିଆଯାଇଛି ଯେ ଗୃହ ପ୍ରବେଶର ମହତ୍ଵ କ’ଣ ଓ ବିନା ଗୃହ ପ୍ରବେଶ ମୁହୂର୍ତରେ ମଧ୍ୟ ଗୃହ ପ୍ରବେଶ କରାଯାଇ ପାରିବ କି? ଏହା ମଧ୍ୟ କୁହାଯାଇଛି ଗୃହ ପ୍ରବେଶ କେତେ ପ୍ରକାରର। 

ପଢ଼ନ୍ତୁ ଆଷ୍ଟ୍ରୋକେମ୍ପରେ 2025 ଗୃହ ପ୍ରବେଶ ମୁହୂର୍ତ।

Read in English: 2025 Griha Pravesh Muhurat 

ବିଶ୍ବର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଗୃହ ପ୍ରବେଶ ମୁହୂର୍ତ କ'ଣ?

ଗୃହ ପ୍ରବେଶ ମୁହୂର୍ତ ଅନୁସାରେ, ନୂଆ ଘରେ ପ୍ରବେଶ କରିବା ପାଇଁ ହିନ୍ଦୁ ଧର୍ମରେ କିଛି ରୀତି ନୀତି ଏବଂ ନିୟମ ପାଳନ ହୁଏ। ଏହା ସହିତ ଶୁଭ ତିଥି ଏବଂ ମୁହୂର୍ତରେ ନୂଆ ଘରେ ପ୍ରବେଶ କରିବା ଉଚିତ। ନୂଆ ଘରେ ପ୍ରବେଶ କରିବାକୁ ଗୃହ ଅପ୍ରବେଶ କୁହାଯାଏ। ଜ୍ଯୋତିଷଙ୍କ ଅନୁସାରେ ନୂଆ ଘରେ ସେତେବେଳେ ପ୍ରବେଶ କରିବା ଉଚିତ ଯେତେବେଳେ ସକାରାତ୍ମକ ଶକ୍ତିଙ୍କର ସ୍ତର ବହୁତ ଅଧିକ ଥାଏ। ଶୁଭ ତିଥି ଓ ନକ୍ଷତ୍ର ଉପରେ ଆଧାର କରି ଏହି କଥା ଜଣାପଡ଼େ ଯେ କେଉଁ ଦିନ ଗୃହ ପ୍ରବେଶ କରିବା ଉଚିତ ଓ କେଉଁ ଦିନ ସକାରାତ୍ମକ ଶକ୍ତିଙ୍କର ସ୍ତର ଅଧିକ ଥାଏ। 

हिंदी में पढ़ने के लिए यहां क्लिक करें: 2025 गृह प्रवेश मुहूर्त

କେବେ ଗୃହ ପ୍ରବେଶ କରିବା ଉଚିତ ନୁହେଁ 

ଗୃହ ପ୍ରବେଶ ମୁହୂର୍ତ ଅନୁସାରେ, ଖରମାସ, ଶ୍ରାଦ୍ଧ ଓ ଚତୁର୍ମାସ ଦିନ ଗୃହ ପ୍ରବେଶ କରିବା କଥା ନୁହେଁ। ଗୃହ ପ୍ରବେଶ ପାଇଁ କୌଣସି ଅନୁଭବି ଜ୍ୟୋତିଶଙ୍କ ଠାରୁ ପରାମର୍ଶ ନେବା ଆବଶ୍ୟକ। 

ଭାରତରେ ନୂଆ ଘର କିମ୍ବା ପ୍ରପର୍ଟି କିଣିବା ପୂର୍ବରୁ ଗୃହ ପ୍ରବେଶ ମୁହୂର୍ତ ଦେଖିବାର ପରମ୍ପରା ଅଛି। କୁହଯାଏ ଯେ ଶୁଭ ଦିନ କିମ୍ବା ମୁହୂର୍ତରେ ଗୃହ ପ୍ରବେଶ କରିବା ଦ୍ବାରା ଘର ଏବଂ ପରିବାରରେ ସୌଭାଗ୍ୟ ବଢ଼େ। ଗୃହ ପ୍ରବେଶ ମୁହୂର୍ତ ଏକ ହିନ୍ଦୁ ଅନୁଷ୍ଠାନ ଯେଉଁଥିରେ ଘରେ ପ୍ରଥମ ଥର ପାଦ ରଖି ସେଥି ରହିବା ପୂର୍ବରୁ ଶୁଭ ମୁହୂର୍ତରେ ପୂଜା ସମାରୋହ କରାଯାଏ। 

ଗୃହ ପ୍ରବେଶ ମୁହୂର୍ତର ସୂଚୀ

ଏହି 2025 ଗୃହ ପ୍ରବେଶ ମୁହୂର୍ତ ଲେଖାରେ ବର୍ଷ 2025ରେ ଗୃହ ପ୍ରବେଶ ପାଇଁ ସମସ୍ତ ଶୁଭ ତିଥିର ସୂଚୀ ଦିଆଯାଇଛି। ଏହି ସୂଚୀ ଆପଣଙ୍କୁ ପ୍ରତି ମାସର ଶୁଭ ତିଥି, ଶୁଭ ଦିନ ଓ ଶୁଭ ସମୟର ସୂଚନା ଦେବ। ଆପଣ ନିଜର ଜ୍ଯୋତିଷଙ୍କ ଠାରୁ ପରାମର୍ଶ ନେଇ ନିଜର ଗୃହ ପ୍ରବେଶ ପାଇଁ କୌଣସି ଶୁଭ ତିଥି ବାଛି ପାରିବେ। 

ଜାନୁଆରୀ ମୁହୂର୍ତ 

ଏହି ମାସରେ ଗୃହ ପ୍ରବେଶ ପାଇଁ କୌଣସି ଶୁଭ ମୁହୂର୍ତ ଉପଲବ୍ଧ ନାହିଁ। 

 ଫେବ୍ରୁୟାରୀ ମୁହୂର୍ତ 

ଫେବ୍ରୁୟାରୀ ମାସରେ ଗୃହ ପ୍ରବେଶ ପାଇଁ ମୁହୂର୍ତର ସୂଚୀ:

ତାରିଖ ଓ ଦିନ 

ଶୁଭ ମୁହୂର୍ତ 

ତିଥି 

ନକ୍ଷତ୍ର 

06 ଫେବ୍ରୁୟାରୀ , ଗୁରୁବାର 

ରାତ୍ରି 10:52 ରୁ 07 ଫେବ୍ରୁୟାରୀ 2025 ର ସକାଳ 07:07 ପର୍ଯ୍ୟନ୍ତ 

ଦଶମୀ 

ରୋହିଣୀ 

07 ଫେବ୍ରୁୟାରୀ , ଶୁକ୍ରବାର 

ସକାଳ 07:07 ରୁ ପର ଦିନ ସକାଳ 07:07 ପର୍ଯ୍ୟନ୍ତ 

ଦଶମୀ और ଏକାଦଶୀ 

ରୋହିଣୀ , ମୃଗଶିରା 

08 ଫେବ୍ରୁୟାରୀ , ଶନିବାର 

ସକାଳ 07:07 ରୁ ସନ୍ଧ୍ୟା 06:06 ପର୍ଯ୍ୟନ୍ତ 

ଏକାଦଶୀ 

ମୃଗଶିରା 

14 ଫେବ୍ରୁୟାରୀ , ଶୁକ୍ରବାର 

ରାତ୍ରି 11:09 ରୁ ପର ଦିନ ସକାଳ 07:03 ପର୍ଯ୍ୟନ୍ତ 

ତୃତୀୟ

ଉତ୍ତରା ଫାଲ୍ଗୁନୀ 

15 ଫେବ୍ରୁୟାରୀ , ଶନିବାର 

ସକାଳ 07:03 ରୁ ରାତ୍ରି 11:51 ପର୍ଯ୍ୟନ୍ତ 

ତୃତୀୟ

ଉତ୍ତରା ଫାଲ୍ଗୁନୀ 

17 ଫେବ୍ରୁୟାରୀ , ସୋମବାର

ସକାଳ 07:01 ରୁ ପର ଦିନ ସକାଳ 04:52 ପର୍ଯ୍ୟନ୍ତ

ପଞ୍ଚମୀ 

ଚିତ୍ରା 

ମାର୍ଚ୍ଚ ମୁହୂର୍ତ 

ମାର୍ଚ୍ଚ ମାସରେ ଗୃହ ପ୍ରବେଶ ପାଇଁ ମୁହୂର୍ତର ସୂଚୀ:

ତାରିଖ ଓ ଦିନ 

ଶୁଭ ମୁହୂର୍ତ 

ତିଥି 

ନକ୍ଷତ୍ର 

01 ମାର୍ଚ୍ଚ , ଶନିବାର 

ସକାଳ 11:22 ରୁ ପର ଦିନ ସକାଳ 06:51 ପର୍ଯ୍ୟନ୍ତ

ଦ୍ଵିତୀୟ और ତୃତୀୟ

ଉତ୍ତରା ଭାଦ୍ରପଦ 

05 ମାର୍ଚ୍ଚ , ବୁଧବାର 

ରାତ୍ରି 1:08 ରୁ ସକାଳ 06:47 ପର୍ଯ୍ୟନ୍ତ 

ସପ୍ତମୀ 

ରୋହିଣୀ 

06 ମାର୍ଚ୍ଚ , ଗୁରୁବାର 

ସକାଳ 06:47 ରୁ 10:50 ପର୍ଯ୍ୟନ୍ତ 

ସପ୍ତମୀ 

ରୋହିଣୀ 

14 ମାର୍ଚ୍ଚ , ଶୁକ୍ରବାର 

12:23 ରୁ ପର ଦିନ ସକାଳ 06:39 ପର୍ଯ୍ୟନ୍ତ 

ପ୍ରତିପଦା 

ଉତ୍ତରା ଫାଲ୍ଗୁନୀ 

17 ମାର୍ଚ୍ଚ , ସୋମବାର

06:37 ରୁ ଦ୍ଵିପ୍ରହର 02:46 ପର୍ଯ୍ୟନ୍ତ 

ତୃତୀୟ

ଚିତ୍ରା 

24 ମାର୍ଚ୍ଚ , ସୋମବାର

06:30 ରୁ 04:26 ପର୍ଯ୍ୟନ୍ତ 

ଦଶମୀ 

ଉତ୍ତରାଷାଢ଼ା 

କ’ଣ ଆପଣଙ୍କର କୁଣ୍ଡଳୀରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ

ଅପ୍ରିଲ ମୁହୂର୍ତ 

ଅପ୍ରିଲ ମାସରେ ଗୃହ ପ୍ରବେଶ ପାଇଁ ମୁହୂର୍ତର ସୂଚୀ:

ତାରିଖ ଓ ଦିନ 

ଶୁଭ ମୁହୂର୍ତ 

ତିଥି 

ନକ୍ଷତ୍ର 

30 ଅପ୍ରିଲ , ବୁଧବାର 

ସକାଳ 05:58 ରୁ ଦ୍ଵିପ୍ରହର 02:11 ପର୍ଯ୍ୟନ୍ତ 

ତୃତୀୟ

ରୋହିଣୀ 

ମଈ ମୁହୂର୍ତ 

ମଈ ମାସରେ ଗୃହ ପ୍ରବେଶ ପାଇଁ ମୁହୂର୍ତର ସୂଚୀ:

ତାରିଖ ଓ ଦିନ 

ଶୁଭ ମୁହୂର୍ତ 

ତିଥି 

ନକ୍ଷତ୍ର 

07 ମଈ , ବୁଧବାର 

ସନ୍ଧ୍ୟା 06:16 ରୁ ପର ଦିନ ସକାଳ 05:53 ପର୍ଯ୍ୟନ୍ତ 

ଏକାଦଶୀ 

ଉତ୍ତରା ଫାଲ୍ଗୁନୀ 

08 ମଈ , ଗୁରୁବାର 

05:53 ରୁ 12:28 ପର୍ଯ୍ୟନ୍ତ 

ଏକାଦଶୀ 

ଉତ୍ତରା ଫାଲ୍ଗୁନୀ 

09 ମଈ , ଶୁକ୍ରବାର 

ରାତି 12:08 ରୁ ସକାଳ 05:52 ପର୍ଯ୍ୟନ୍ତ 

ତ୍ରୟୋଦଶୀ 

ଚିତ୍ରା 

10 ମଈ , ଶୁକ୍ରବାର 

ସକାଳ 05:52 ରୁ ସନ୍ଧ୍ୟା 05:29 ପର୍ଯ୍ୟନ୍ତ 

ତ୍ରୟୋଦଶୀ 

ଚିତ୍ରା 

14 ମଈ , ବୁଧବାର 

ସକାଳ 05:50 ରୁ 11:46 ପର୍ଯ୍ୟନ୍ତ 

ଦ୍ଵିତୀୟା

ଅନୁରାଧା 

17 ମଈ , ଶନିବାର 

ସନ୍ଧ୍ୟ 05:43 ରୁ ପର ଦିନ ସକାଳ 05:48 ପର୍ଯ୍ୟନ୍ତ 

ପଞ୍ଚମୀ 

ଉତ୍ତରାଷାଢ଼ା 

22 ମଈ , ଗୁରୁବାର 

ସନ୍ଧ୍ୟା 05:47 ରୁ ପର ଦିନ ସକାଳ 05:46 ପର୍ଯ୍ୟନ୍ତ 

ଦଶମୀ , ଏକାଦଶୀ 

ଉତ୍ତରା ଭାଦ୍ରପଦ 

23 ମଈ , ଶୁକ୍ରବାର 

ସକାଳ 05:46 ରୁ ରାତ୍ରି 10:29 ପର୍ଯ୍ୟନ୍ତ 

ଏକାଦଶୀ 

ଉତ୍ତରା ଭାଦ୍ରପଦ , ରେବତୀ 

28 ମଈ , ବୁଧବାର 

ସକାଳ 05:45 ରୁ ରାତ୍ରି 12:28 ପର୍ଯ୍ୟନ୍ତ 

ଦ୍ଵିତୀୟା

ମୃଗଶିରା 

ଜୁନ ମୁହୂର୍ତ 

ଜୁନ ମାସରେ ଗୃହ ପ୍ରବେଶ ପାଇଁ ମୁହୂର୍ତର ସୂଚୀ:

ତାରିଖ ଓ ଦିନ 

ଶୁଭ ମୁହୂର୍ତ 

ତିଥି 

ନକ୍ଷତ୍ର 

06 ଜୁନ , ଶୁକ୍ରବାର 

ସକାଳ 06:33 ରୁ ପର ଦିନ ସକାଳ 04:47 ପର୍ଯ୍ୟନ୍ତ 

ଏକାଦଶୀ 

ଚିତ୍ରା 

ଜୁଲାଇ ମୁହୂର୍ତ 

ଏହି ମାସରେ ଗୃହ ପ୍ରବେଶ ପାଇଁ କୌଣସି ଶୁଭ ମୁହୂର୍ତ ଉପଲବ୍ଧ ନାହିଁ। 

ଅଗସ୍ଟ ମୁହୂର୍ତ 

ଏହି ମାସରେ ଗୃହ ପ୍ରବେଶ ପାଇଁ କୌଣସି ଶୁଭ ମୁହୂର୍ତ ଉପଲବ୍ଧ ନାହିଁ। 

ସେପ୍ଟେମ୍ବର ମୁହୂର୍ତ 

ଏହି ମାସରେ ଗୃହ ପ୍ରବେଶ ପାଇଁ କୌଣସି ଶୁଭ ମୁହୂର୍ତ ଉପଲବ୍ଧ ନାହିଁ। 

ଅକ୍ଟୋବର ମୁହୂର୍ତ 

ଅକ୍ଟୋବର ମାସରେ ଗୃହ ପ୍ରବେଶ ପାଇଁ ମୁହୂର୍ତର ସୂଚୀ:

ତାରିଖ ଓ ଦିନ 

ଶୁଭ ମୁହୂର୍ତ 

ତିଥି 

ନକ୍ଷତ୍ର 

24 ଅକ୍ଟୋବର , ଶୁକ୍ରବାର 

ସକାଳ 06:31 ରୁ ରାତ୍ରି 01:18 ପର୍ଯ୍ୟନ୍ତ 

ତୃତୀୟା

ଅନୁରାଧା 

ନଭେମ୍ବର ମୁହୂର୍ତ 

ନଭେମ୍ବର ମାସରେ ଗୃହ ପ୍ରବେଶ ପାଇଁ ମୁହୂର୍ତର ସୂଚୀ:

ତାରିଖ ଓ ଦିନ 

ଶୁଭ ମୁହୂର୍ତ 

ତିଥି 

ନକ୍ଷତ୍ର 

03 ନଭେମ୍ବର , ସୋମବାର

ସକାଳ 06:36 ରୁ ରାତ୍ରି 02:05 ପର୍ଯ୍ୟନ୍ତ 

ତ୍ରୟୋଦଶୀ 

ଉତ୍ତରା ଭାଦ୍ରପଦ , ରେବତୀ 

07 ନଭେମ୍ବର , ଶୁକ୍ରବାର 

ସକାଳ 06:39 ରୁ ପର ଦିନ ସକାଳ 06:39 ପର୍ଯ୍ୟନ୍ତ 

ଦ୍ଵିତୀୟ और ତୃତୀୟ

ରୋହିଣୀ और ମୃଗଶିରା 

14 ନଭେମ୍ବର , ଶୁକ୍ରବାର 

ରାତ୍ରି 09:20 ରୁ 06:44 ପର୍ଯ୍ୟନ୍ତ 

ଦଶମୀ और ଏକାଦଶୀ 

ଉତ୍ତରା ଫାଲ୍ଗୁନୀ 

15 ନଭେମ୍ବର , ଶନିବାର 

ସକାଳ 06:44 ରୁ 11:34 ପର୍ଯ୍ୟନ୍ତ 

ଏକାଦଶୀ 

ଉତ୍ତରା ଫାଲ୍ଗୁନୀ 

24 ନଭେମ୍ବର , ସୋମବାର

ରାତ୍ରି 09:53 ରୁ ପର ଦିନ ସକାଳ 06:51 ପର୍ଯ୍ୟନ୍ତ 

ପଞ୍ଚମୀ 

ଉତ୍ତରାଷାଢ଼ା 

ଡିସେମ୍ବର ମୁହୂର୍ତ 

ଏହି ମାସରେ ଗୃହ ପ୍ରବେଶ ପାଇଁ କୌଣସି ଶୁଭ ମୁହୂର୍ତ ଉପଲବ୍ଧ ନାହିଁ।

ଗୃହ ପ୍ରବେଶର ପ୍ରକାର 

ଗୃହ ପ୍ରବେଶ ମୁହୂର୍ତ ଅନୁସାରେ, ପ୍ରାଚୀନ ହିନ୍ଦୁ ସଭ୍ୟତାରେ ଗୃହ ପ୍ରବେଶ ତିନି ପ୍ରକାରର ବୋଲି କୁହାଯାଇଛି। ସେଗୁଡ଼ିକ ହେଉଛି ଅପୂର୍ବ ଗୃହ ପ୍ରବେଶ, ସପୂର୍ବ ଗୃହ ପ୍ରବେଶ ଓ ଦ୍ଵନ୍ଦ ଗୃହ ପ୍ରବେଶ। 

ଅପୂର୍ବ ଗୃହ ପ୍ରବେଶର ଅର୍ଥ ହେଉଛି ଅନନ୍ୟ। ସପୂର୍ବ ଗୃହ ପ୍ରବେଶର ଅର୍ଥ ହେଉଛି ପ୍ରଥମରୁ ଘର ଥିବା ଓ ଦ୍ଵନ୍ଦ ଗୃହ ପ୍ରବେଶର ଅର୍ଥ ହେଉଛି ଦ୍ଵିତୀୟ ଥର। ଆସନ୍ତୁ ଗୃହ ପ୍ରବେଶର ଏହି ତିନି ପ୍ରକାରରକୁ ସଂକ୍ଷେପରେ ବୁଝିବା। 

ଅପୂର୍ବ ଗୃହ ପ୍ରବେଶ: ଅପୂର୍ବର ଅର୍ଥ ହେଉଛି ଅନନ୍ୟ କିମ୍ବା ଯାହା ପୂର୍ବରୁ କରାଯାଇ ନାହିଁ। ଅପୂର୍ବ ଗୃହ ପ୍ରବେଶକୁ ନୂଆ ଗୃହ ପ୍ରବେଶ ରୂପରେ ଜଣାଯାଏ। ଏଥିରେ ପରିବାର ସଦସ୍ୟ ନିଜର ପୁରୁଣା ଘରୁ ନୂଆ ଘରକୁ ପ୍ରଥମ ଥର ପାଇଁ ପ୍ରବେଶ କରନ୍ତି। 

ସପୂର୍ବ ଗୃହ ପ୍ରବେଶ: 2025ଗୃହ ପ୍ରବେଶ ମୁହୂର୍ତ ଅନୁସାରେ, ଏଥିରେ ଇନ୍ଡିପେନଡେନ୍ଟ ଘର, ରିୟ୍ଯାଲ ଏସ୍ଟେଟ ଘର କିମ୍ବା ଭଡ଼ା ଘରେ ପ୍ରବେଶ କରାଯାଏ। ଏହି ପ୍ରକାର ଘର ପ୍ରଥମରୁ ତିଆରି ହୋଇଥାଏ ଓ ଏଠାରେ ଭଡ଼ାଟିଆ ରୁହନ୍ତି। 

ଦ୍ଵନ୍ଦ ଗୃହ ପ୍ରବେଶ: ଯେତେବେକେ ଘରେ ପ୍ରାକୃତିକ ବିପର୍ଯ୍ୟୟ ଯେପରି ଭୂମିକମ୍ପ ଯୋଗୁଁ ଅସୁବିଧା ଆସିଥାଏ, ତେବେ ଏହି ସ୍ଥିତିରେ ଦ୍ଵନ୍ଦ ଗୃହ ପ୍ରବେଶ ସମ୍ପୂର୍ଣ ହୁଏ। ଏହି ପ୍ରକାର ପୂଜା କରିବା ଦ୍ବାରା ସେଥିରେ ରହୁଥିବା ଲୋକଙ୍କୁ ସକାରାତ୍ମକ ଚିନ୍ତା ଆସେ ଓ ଆଗକୁ ବଢ଼ିବା ପାଇଁ ଓ ସୁଖମୟ ଜୀବନ ପାଇଁ ପ୍ରୋତ୍ସାହିତ କରେ। 

ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ଗୃହ ପ୍ରବେଶ ମୁହୂର୍ତ ଅନୁଷ୍ଠାନ ପୂର୍ବରୁ ଧ୍ୟାନ ରଖନ୍ତୁ 

ନୂଆ ଘରେ ଗୃହ ପ୍ରବେଶ କରିବା ପୂର୍ବରୁ ଏହି କଥା ଧ୍ୟାନରେ ରଖନ୍ତୁ:

  • ପରିବାରର ସମପର୍ଣ୍ଣତା, ଖୁସି ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଶୁଭଦିନ ଦିନ ଗୃହ ପ୍ରବେଶ କରିବା ଉଚିତ। 
  • ପୂଜା ପୂର୍ବରୁ ଘରକୁ ସଫା କରିବା ପାଇଁ ଲୁଣ ପାଣିରେ ଘର ସଫା କରାନ୍ତୁ। ବୈଦିକ ଶାସ୍ତ୍ର ଅନୁସାରେ ଘର ପୋଛିବା ପୂର୍ବରୁ ସେହି ପାଣିରେ ଲୁଣ କିମ୍ବା ଭିନେଗାର ପକାନ୍ତୁ। ଏହା ଦ୍ବାରା ଘରର ପ୍ରତ୍ଯେକ କୋଣରେ ସକରାତ୍ମକତା ବାସ କରିଥାଏ। 
  • ଘରେ ସକାରାତ୍ମକତା ଶକ୍ତି ଆଣିବା ପାଇଁ ଆପଣ ଘରେ ଗଙ୍ଗାଜଳ ଚିଞ୍ଚି ପାରିବେ। ଗଙ୍ଗାଜଳକୁ ଆମ୍ବ ପତ୍ରରେ ଛିଞ୍ଚିବା ଶୁଭ ହୋଇଥାଏ। 
  • 2025ଗୃହ ପ୍ରବେଶ ମୁହୂର୍ତ ଅନୁସାରେ, ଘରେ ସୌଭାଗ୍ୟ, ସୁଖ ଓ ସମ୍ପନ୍ନତା ଆଣିବା ପାଇଁ ଘରର ପ୍ରବେଶ କିମ୍ବା ମୁଖ୍ୟ ଦ୍ବାରାରେ ତୋରଣ ଲଗାଇବା ଶୁଭ ହୋଇଥାଏ। ଏହା ବ୍ୟତୀତ ଦ୍ବାରରେ ସ୍ଵସ୍ତିକ ତିଆରି କରନ୍ତୁ। 
  • ପ୍ରମୁଖ ଦ୍ବାରକୁ ତାଜା ଫୂଳ ଓ ଆମ୍ବ ପତ୍ର ଦ୍ବାରା ସଜାନ୍ତୁ ଓ ବସ୍ତୁ ପୂଜା କରନ୍ତୁ। ଏହା ପରେ ଯଜ୍ଞ କରନ୍ତୁ। ଏହା ଦ୍ବାରା ସମ୍ପୂର୍ଣ ଘର ସିଦ୍ଧ ହୋଇଯାଏ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

କ’ଣ ପଣ୍ଡିତଙ୍କ ବିନା ଗୃହ ପ୍ରବେଶ ପୂଜା କରିପାରିବେ? 

ବୈଦିକ ଶାସ୍ତ୍ର ଅନୁସାରେ ଗୃହ ପ୍ରବେଶର ପୂଜା ବିସ୍ତୃତ ଭାବରେ କରାଯାଏ। ଅନୁଭବି ପଣ୍ଡିତ କିମ୍ବା ଜ୍ଯୋତିଷଙ୍କ ଦ୍ୱାରା ପୂଜା କରାଇବା ଶୁଭ ଅଟେ କିନ୍ତୁ ଯଦି କୌଣସି କାରଣରୁ ପଣ୍ଡିତ ଉପଲବ୍ଧ ନାହାନ୍ତି ତେବେ ଆପଣ ନିଜେ ନୂଆ ଘର ପୂଜା କରିପାରିବେ। 

ଏଠି ପାଇଁ ପ୍ରଥମେ ହିନ୍ଦୁ କୈଲନ୍ଡର୍ରେ ପୂଜା ପାଇଁ ଶୁଭ ତିଥି ବାହାର କରନ୍ତୁ। ଗୃହ ପ୍ରବେଶ ସାମଗ୍ରୀ ଆଣି ପୂଜା ଆରମ୍ଭ କରନ୍ତୁ।

କ’ଣ ମୁହୂର୍ତ ବିନା ଗୃହ ପ୍ରବେଶ କରିପାରିବେ?

ସେମିତିରେ ମଧ୍ୟ 2025 ଗୃହ ପ୍ରବେଶ ମୁହୂର୍ତ ରେ ଗୃହ ପ୍ରବେଶ କରିବା ଉଚିତ କିନ୍ତୁ ଯଦି ଆପଣ ଏହି ଜିନ୍ସରେ ବିଶ୍ବାସ କରନ୍ତି ନାହିଁ ତେବେ ଆପଣ କୌଣସି ମୁହୂର୍ତ ନ ଦେଖି ଗୃହ ପ୍ରବେଶ କରିପାରିବେ। ଆପଣ ନିଜର ନୂଆ ଘରେ ଶାନ୍ତି ପାଠ କରିବା ଉଚିତ ଯାହା ଫଳରେ ଘରେ ସକାରାତ୍ମକ ଊର୍ଜା ରହିବ ଏବଂ ଖରାପ ନଜର ଦୂର ହେବ। ଆପଣ ପୂଜା କରିବା ପରେ ଦାନ-ପୂଣ୍ୟ ମଧ୍ୟ କରି ପାରିବେ। 

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ:ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋକେମ୍ପ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ

1. ନୂଆ ଘରେ ପ୍ରବେଶ କରିବା ପାଇଁ କେଉଁ ଦିନ ଭଲ ଅଟେ?

ଗୃହ ପ୍ରବେଶ ପାଇଁ ଗୁରୁବାର , ଶୁକ୍ରବାର କିମ୍ବା ରବିବାର ଶୁଭ ଅଟେ।

2. ଜୁନ 2025 ରେ ଗୃହ ପ୍ରବେଶ ମୁହୂର୍ତ କେବେ ପଡ଼ୁଛି?

2025 ଜୁନରେ କେବଳ ଗୋଟେ ମୁହୂର୍ତ ଗୃହ ପ୍ରବେଶ ପାଇଁ ଉପଲବ୍ଧ ଅଛି ଯାହା 06 ଜୁନ ରେ ପଡ଼ୁଛି।

3. କେବେ ଅଛି ମାର୍ଚ୍ଚ 2025 ରେ ଗୃହ ପ୍ରବେଶ ମୁହୂର୍ତ ?

ଏହି ବର୍ଷ ମାର୍ଚ୍ଚରେ ଗୃହ ପ୍ରବେଶର ସମୁଦାୟ 6ଟି ମୁହୂର୍ତ ଉପଲବ୍ଧ ଅଛି।

4. କ’ଣ 2025ରେ ଅକ୍ଷୟ ତୃତୀୟ ଦିନ ଗୃହ ପ୍ରବେଶ କରିବା ଉଚିତ?

ହଁ, ଅକ୍ଷୟ ତୃତୀୟ ଦିନ ଗୃହ ପ୍ରବେଶ ସହିତ ଅନ୍ୟ ସମସ୍ତ ଶୁଭ କାର୍ଯ୍ୟ କରିପାରିବେ।

More from the section: Horoscope 3897
Buy Today
Gemstones
Get gemstones Best quality gemstones with assurance of AstroCAMP.com More
Yantras
Get yantras Take advantage of Yantra with assurance of AstroCAMP.com More
Navagrah Yantras
Get Navagrah Yantras Yantra to pacify planets and have a happy life .. get from AstroCAMP.com More
Rudraksha
Get rudraksha Best quality Rudraksh with assurance of AstroCAMP.com More
Today's Horoscope

Get your personalised horoscope based on your sign.

Select your Sign
Free Personalized Horoscope 2024
© Copyright 2024 AstroCAMP.com All Rights Reserved