Author: Vijay Pathak | Last Updated: Sun 1 Sep 2024 11:32:10 AM
ଆଷ୍ଟ୍ରୋକେମ୍ପର ଏହି ଲେଖା ଆସନ୍ତା ବର୍ଷ 2025 ପାଇଁ 2025 ଅନ୍ନପ୍ରାଶନ ସଂସ୍କାର ପାଇଁ ଶୁଭ ମୁହୂର୍ତର ସମ୍ପୂର୍ଣ ସୂଚୀ ପ୍ରଦାନ କରୁଛି ଯାହା ମାଧ୍ୟମରେ ଆପଣ ଏହା ଜାଣିପାରିବେ ଯେ ନୂଆ ବର୍ଷରେ କେଉଁ ସମୟ ଓ ମୁହୂର୍ତ ହେବ ସବୁଠାରୁ ଶୁଭ ଅନ୍ନପ୍ରାଶନ ସଂସ୍କାର କରାଇବା ପାଇଁ। ସନାତନ ଧର୍ମରେ ଅନ୍ନପ୍ରାଶନ ସଂସ୍କାରକୁ ମହତ୍ୱପୂର୍ଣ କୁହଯାଏ। ଜଣେ ବ୍ୟକ୍ତିର ଜୀବନରେ ସମୁଦାୟ 16 ଟି ସଂସ୍କାର କରାଯାଏ ଓ ଏଥି ମଧ୍ୟରୁ ଅନ୍ନପ୍ରାଶନ ସଂସ୍କାର ଗୋଟିଏ। ଶାସ୍ତ୍ରରେ କୁହାଯାଇଥିବା 16 ଟି ସଂସ୍କାର ମଧ୍ୟରୁ ସପ୍ତମ ସଂସ୍କାର ହେଉଛି ଅନ୍ନପ୍ରାଶନ। ତେବେ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଲେଖା ଓ ଜାଣିବା ଅନ୍ନପ୍ରାଶନ ସଂସ୍କାର ପାଇଁ ମୁହୂର୍ତ ବିଷୟରେ।
ବିଶ୍ବର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ
Read in English: 2025 Annaprashan Muhurat
ଅନ୍ନପ୍ରାଶନ ମୁହୂର୍ତର ସମ୍ପୂର୍ଣ ତାଲିକା
ଏଠାରେ ଆମେ ଆପଣଙ୍କୁ 2025 ଅନ୍ନପ୍ରାଶନ ସଂସ୍କାର ଲେଖା ମଧ୍ୟମରେ କହିବାକୁ ଯାଉଛୁ 2025ରେ ପଡ଼ୁଥିବା କର୍ଣଭେଦ ସଂସ୍କାର ପାଇଁ ଶୁଭ ତିଥି।
ଜାନୁଆରୀ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
01 ଜାନୁଆରୀ 2025 |
ବୁଧବାର |
07:45-10:22, 11:50-16:46, 19:00-23:38 |
02 ଜାନୁଆରୀ 2025 |
ଗୁରୁବାର |
07:45-10:18, 11:46-16:42, 18:56-23:34 |
06 ଜାନୁଆରୀ 2025 |
ସୋମବାର |
08:20-12:55 14:30-21:01 |
08 ଜାନୁଆରୀ 2025 |
ବୁଧବାର |
16:18-18:33 |
13 ଜାନୁଆରୀ 2025 |
ସୋମବାର |
20:33-22:51 |
15 ଜାନୁଆରୀ 2025 |
ବୁଧବାର |
07:46-12:20 |
30 ଜାନୁଆରୀ 2025 |
ଗୁରୁବାର |
17:06-22:34 |
31 ଜାନୁଆରୀ 2025 |
ଶୁକ୍ରବାର |
07:41-09:52, 11:17-17:02, 19:23-23:56 |
ଫେବ୍ରୁୟାରୀ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
07 ଫେବ୍ରୁୟାରୀ 2025 |
ଶୁକ୍ରବାର |
07:37-07:57, 09:24-14:20, 16:35-23:29 |
10 ଫେବ୍ରୁୟାରୀ 2025 |
ସୋମବାର |
07:38-09:13 10:38-18:43 |
17 ଫେବ୍ରୁୟାରୀ 2025 |
ସୋମବାର |
08:45-13:41 15:55-22:49 |
26 ଫେବ୍ରୁୟାରୀ 2025 |
ବୁଧବାର |
08:10-13:05 |
ମାର୍ଚ୍ଚ ମାସରେ 2025 ଅନ୍ନପ୍ରାଶନ ସଂସ୍କାର ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
03 ମାର୍ଚ୍ଚ 2025 |
ସୋମବାର |
21:54-24:10 |
06 ମାର୍ଚ୍ଚ 2025 |
ଗୁରୁବାର |
07:38-12:34 |
24 ମାର୍ଚ୍ଚ 2025 |
ସୋମବାର |
06:51-09:28 13:38-18:15 |
27 ମାର୍ଚ୍ଚ 2025 |
ଗୁରୁବାର |
07:41-13:26, 15:46-22:39 |
31 ମାର୍ଚ୍ଚ 2025 |
ସୋମବାର |
07:25-09:00, 10:56-15:31 |
କ’ଣ ଆପଣଙ୍କର କୁଣ୍ଡଳୀରେ ଅଛି ଶୁଭ ଯୋଗ? ଜାଣିବା ପାଇଁ ଏବେ କିଣନ୍ତୁ ବୃହତ କୁଣ୍ଡଳୀ
ଅପ୍ରିଲ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
02 ଅପ୍ରିଲ 2025 |
ବୁଧବାର |
13:02-19:56 |
10 ଅପ୍ରିଲ 2025 |
ଗୁରୁବାର |
14:51-17:09, 19:25-25:30 |
14 ଅପ୍ରିଲ 2025 |
ସୋମବାର |
10:01-12:15, 14:36-21:29 |
25 ଅପ୍ରିଲ 2025 |
ମଙ୍ଗଳବାର |
16:10-22:39 |
30 ଅପ୍ରିଲ 2025 |
ରବିବାର |
07:02-08:58, 11:12-15:50 |
ମଈ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
01 ମଈ 2025 |
ଗୁରୁବାର |
13:29-15:46 |
09 ମଈ 2025 |
ଶୁକ୍ରବାର |
19:50-22:09 |
14 ମଈ 2025 |
ବୁଧବାର |
07:03-12:38 |
19 ମଈ 2025 |
ସୋମବାର |
19:11-23:34 |
28 ମଈ 2025 |
ବୁଧବାର |
09:22-18:36, 20:54-22:58 |
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ଜୁନ ମାସରେ 2025 ଅନ୍ନପ୍ରାଶନ ସଂସ୍କାର ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
05 ଜୁନ 2025 |
ଗୁରୁବାର |
08:51-15:45, 18:04-22:27 |
16 ଜୁନ 2025 |
ମଙ୍ଗଳବାର |
08:08-17:21 |
20 ଜୁନ 2025 |
ଶନିବାର |
12:29-19:24 |
23 ଜୁନ 2025 |
ମଙ୍ଗଳବାର |
16:53-22:39 |
26 ଜୁନ 2025 |
ଶୁକ୍ରବାର |
14:22-16:42, 19:00-22:46 |
27 ଜୁନ 2025 |
ଶନିବାର |
07:24-09:45, 12:02-18:56, 21:00-22:43 |
ଜୁଲାଇ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
02 ଜୁଲାଇ 2025 |
ବୁଧବାର |
07:05-13:59 |
04 ଜୁଲାଇ 2025 |
ଶୁକ୍ରବାର |
18:29-22:15 |
17 ଜୁଲାଇ 2025 |
ଗୁରୁବାର |
10:43-17:38 |
31 ଜୁଲାଇ 2025 |
ଗୁରୁବାର |
07:31-14:24 16:43-21:56 |
ଅଗସ୍ଟ ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
04 ଅଗସ୍ଟ 2025 |
ସୋମବାର |
09:33-11:49 |
11 ଅଗସ୍ଟ 2025 |
ସୋମବାର |
06:48-13:41 |
13 ଅଗସ୍ଟ 2025 |
ବୁଧବାର |
08:57-15:52, 17:56-22:30 |
20 ଅଗସ୍ଟ 2025 |
ବୁଧବାର |
15:24-22:03 |
21 ଅଗସ୍ଟ 2025 |
ଗୁରୁବାର |
08:26-15:20 |
25 ଅଗସ୍ଟ 2025 |
ସୋମବାର |
06:26-08:10, 12:46-18:51, 20:18-23:18 |
27 ଅଗସ୍ଟ 2025 |
ବୁଧବାର |
17:00-18:43, 21:35-23:10 |
28 ଅଗସ୍ଟ 2025 |
ଗୁରୁବାର |
06:28-12:34, 14:53-18:39 |
ସନ୍ତାନର କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
हिंदी में पढ़ने के लिए यहां क्लिक करें: 2025 अन्नप्राशन मुहूर्त
ସେପ୍ଟେମ୍ବର ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
05 ସେପ୍ଟେମ୍ବର 2025 |
ଶୁକ୍ରବାର |
07:27-09:43, 12:03-18:07, 19:35-22:35 |
24 ସେପ୍ଟେମ୍ବର 2025 |
ବୁଧବାର |
06:41-10:48, 13:06-18:20, 19:45-23:16 |
ଅକ୍ଟୋବର ମାସରେ 2025 ଅନ୍ନପ୍ରାଶନ ସଂସ୍କାର ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
01 ଅକ୍ଟୋବର 2025 |
ବୁଧବାର |
20:53-22:48 |
02 ଅକ୍ଟୋବର 2025 |
ଗୁରୁବାର |
07:42-07:57, 10:16-16:21, 17:49-20:49 |
08 ଅକ୍ଟୋବର 2025 |
ବୁଧବାର |
07:33-14:15, 15:58-20:25 |
10 ଅକ୍ଟୋବର 2025 |
ଶୁକ୍ରବାର |
20:17-22:13 |
22 ଅକ୍ଟୋବର 2025 |
ବୁଧବାର |
21:26-23:40 |
24 ଅକ୍ଟୋବର 2025 |
ଶୁକ୍ରବାର |
07:10-11:08, 13:12-17:47, 19:22-23:33 |
29 ଅକ୍ଟୋବର 2025 |
ବୁଧବାର |
08:30-10:49 |
31 ଅକ୍ଟୋବର 2025 |
ଶୁକ୍ରବାର |
10:41-15:55 17:20-22:14 |
ନଭେମ୍ବର ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
03 ନଭେମ୍ବର 2025 |
ସୋମବାର |
07:06-10:29, 12:33-17:08, 18:43-22:53 |
07 ନଭେମ୍ବର 2025 |
ଶୁକ୍ରବାର |
07:55-14:00, 15:27-20:23 |
17 ନଭେମ୍ବର 2025 |
ସୋମବାର |
07:16-13:20, 14:48-21:58 |
27 ନଭେମ୍ବର 2025 |
ଗୁରୁବାର |
07:24-12:41, 14:08-21:19 |
ଡିସେମ୍ବର ମାସରେ ଅନ୍ନପ୍ରାଶନ ପାଇଁ ଶୁଭ ମୁହୂର୍ତର ସୂଚୀ:
ତିଥି |
ଦିନ |
ମୁହୂର୍ତ |
04 ଡିସେମ୍ବର 2025 |
ଗୁରୁବାର |
20:51-23:12 |
08 ଡିସେମ୍ବର 2025 |
ସୋମବାର |
18:21-22:56 |
17 ଡିସେମ୍ବର 2025 |
ବୁଧବାର |
17:46-22:21 |
22 ଡିସେମ୍ବର 2025 |
ସୋମବାର |
07:41-09:20, 12:30-17:26, 19:41-24:05 |
24 ଡିସେମ୍ବର 2025 |
ବୁଧବାର |
13:47-17:18, 19:33-24:06 |
25 ଡିସେମ୍ବର 2025 |
ଗୁରୁବାର |
07:43-12:18, 13:43-15:19 |
29 ଡିସେମ୍ବର 2025 |
ସୋମବାର |
12:03-15:03, 16:58-23:51 |
ଉପନୟନ ସଂସ୍କାରର ଶୁଭ ମୁହୂର୍ତ ଜାଣିବା ପାଇଁ କ୍ଲିକ କରନ୍ତୁ: 2025 ଉପନୟନ ମୁହୂର୍ତ
ଆମେ ଆପଣଙ୍କୁ କହି ସାରିଛୁ ଯେ ଅନ୍ନପ୍ରାଶନ ସଂସ୍କାର ସନାତନ ଧର୍ମର ପ୍ରମୁଖ ସଂସ୍କାର ଅଟେ। ଏହି ସଂସ୍କାର ଶିଶୁ ସହିତ ମାତା-ପିତାଙ୍କ ସାଙ୍ଗରେ ସମ୍ପୂର୍ଣ ପରିବାର ପାଇଁ ଶୁଭ ଅବସର ଅଟେ। 2025 ଅନ୍ନପ୍ରାଶନ ସଂସ୍କାର ଅନୁସାରେ ଶିଶୁର ଜନ୍ମରୁ ଆରମ୍ଭ କରି ତା’ର ପ୍ରଥମ ଥର ଚାଲିବା ପର୍ଯ୍ୟନ୍ତ, ତା’ର ପ୍ରଥମ ହସ ଓ ତା’ର ପାଟିରୁ ବାହାରିଥିବା ପ୍ରଥମ ଶବ୍ଦ ଇତ୍ୟାଦି ମାତା-ପିତାଙ୍କ ପାଇଁ ସବୁଠାରୁ ଖୁସିର କ୍ଷଣ ହୋଇଥାଏ। ଏହି ପ୍ରକାର, ଅନ୍ନପ୍ରାଶନ ସଂସ୍କାର ଦିନ ଶିଶୁକୁ ପ୍ରଥମ ଥର ପାଇଁ ଅନ୍ନ ଖୁଆଯାଏ।
ଗୋଟେ ଶିଶୁ ନିଜର ଜୀବନର ପ୍ରଥମ 6 ମାସ ମା କ୍ଷୀର ଉପରେ ନିର୍ଭର କରେ, କିନ୍ତୁ ଯେତେବେଳେ ଶିଶୁ ବଡ଼ ହୁଏ, ତା’ର ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଭୋଜନ ଆବଶ୍ୟକ ହୁଏ। ସେଥିପାଇଁ 6 ମାସ ହେଲା ପରେ ତାକୁ ପ୍ରଥମ ଥର ପାଇଁ ଅନ୍ନ ଦିଆଯାଏ ଓ ଏହାକୁ ଅନ୍ନପ୍ରାଶନ ମୁହୂର୍ତ ନାମରେ ପାଳନ ହୁଏ। ଅନ୍ନପ୍ରାଶନ ମା-ବାପା ନିଜର ଘରେ, କୌଣସି ଧାର୍ମିକ ସ୍ଥାନରେ କିମ୍ବା ମନ୍ଦିରରେ ଆୟୋଜନ କରିପାରିବେ।
2025 ଅନ୍ନପ୍ରାଶନ ମୁହୂର୍ତ ଅନୁସାରେ, ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ ବାଳକର ଅନ୍ନପ୍ରାଶନ ସଂସ୍କାର ସବୁବେଳେ ଷଷ୍ଠ, ଅଷ୍ଟମ ଓ ଦଶମ ମାସରେ କରିବା ଉଚିତ ଯେତେବେଳେ କି ବାଳିକାର ଅନ୍ନପ୍ରାଶନ ସପ୍ତମ, ନବମ ଓ ଏକାଦଶ ମାସରେ କରିବା ଉଚିତ।
ନକ୍ଷତ୍ର ବିଷୟରେ କହିଲେ, ରୋହିଣୀ, ଶ୍ରାବଣ, ଧନିଷ୍ଠା, ଚିତ୍ରା, ଶତଭିଶା, ଉତ୍ତରାଭାଦ୍ରପଦ, ଉତ୍ତରା ଫାଲ୍ଗୁନୀ, ହସ୍ତ, ଅଶ୍ଵିନୀ, ରେବତୀ, ଆର୍ଦ୍ରା, ପୁନର୍ବସୁ, ପୁଷ୍ୟ, ଉତ୍ତରାଷାଢ଼ା, ଅନୁରାଧା ଓ ସ୍ଵାତି ଇତ୍ୟାଦି ନକ୍ଷତ୍ରକୁ ଅନ୍ନପ୍ରାଶନ ପାଇଁ ଶୁଭ କୁହଯାଏ। ସୋମବାର , ବୁଧବାର , ଗୁରୁବାର ଓ ଶୁକ୍ରବାର ଶୁଭ ହୋଇଥାଏ ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ:ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋକେମ୍ପ ସହିତ ଜଡ଼ିତ ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!
1. ଅନ୍ନପ୍ରାଶନ କ’ଣ?
ଶିଶୁକୁ 6 ମାସ ପରେ ପ୍ରଥମ ଥର ପାଇଁ ଅନ୍ନ ଖୁଆଇବାକୁ ଅନ୍ନପ୍ରାଶନ କୁହଯାଏ।
2. ଜୁଲାଇ 2025 ରେ ଅନ୍ନପ୍ରାଶନ କେବେ କରିବେ?
ଏହି ବର୍ଷ ଜୁଲାଇ ରେ ଅନ୍ନପ୍ରାଶନ ପାଇଁ ସମୁଦାୟ 4 ଟି ମୁହୂର୍ତ ଅଛି।
3. ଅନ୍ନପ୍ରାଶନ ସଂସ୍କାର କେବେ କରିବା ଉଚିତ?
ଏହି ସଂସ୍କାର ଶିଶିଉର 6 ମାସ ପୁର ହେବା ପରେ କରିବା ଉଚିତ।
4. କ’ଣ ଅକ୍ଟୋବର 2025 ରେ ଅନ୍ନପ୍ରାଶନ ସଂସ୍କାରର କୌଣସି ତିଥି ଅଛି?
ହଁ, ବର୍ଷ 2025 ରେ ଅକ୍ଟୋବର ରେ ସମୁଦାୟ 8ଟି ମୁହୂର୍ତ ଉପଲବ୍ଧ ଅଛି।
Get your personalised horoscope based on your sign.